୨ ଜିଲ୍ଲାପାଳଙ୍କ ସହ ୮ ଅଧିକାରୀଙ୍କୁ ବଦଳି ନିର୍ଦେଶ ଦେଲେ ନିର୍ବାଚନ କମିସନ

ଭୁବନେଶ୍ୱର : ରାଜ୍ୟରେ ବଦଳିବେ ୨ ଜିଲ୍ଲାପାଳଙ୍କ ସହିତ ୫ ଜଣ ଏସପି ଓ ଜଣେ ଆଇଜି I ତୁରନ୍ତ ବଦଳି କରିବାକୁ ନିର୍ଦେଶ ଦେଇଛନ୍ତି ନିର୍ବାଚନ କମିଶନ I କଟକ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ଓ ଜଗତସିଂହପୁର ଜିଲ୍ଲାପାଳ ପାରୁଲ ପଟୱାରୀ ଙ୍କୁ ବଦଳି ନିର୍ଦେଶ ହୋଇଛି I ସେହିପରି ଅନୁଗୁଳ ଏସପି ସୁଧାଂଶୁ ଶେଖର ମିଶ୍ର,ବ୍ରହ୍ମପୁର ଏସପି ଶ୍ରବଣା ବିବେକ,ଖୋର୍ଦ୍ଧା ଏସପି ବି.ଯୁଗଳ କିଶୋର,ରାଉରକେଲା ଏସପି ମିତ୍ରଭାନୁ ମହାପାତ୍ର.ଆଇପିଏସ କନୱାର ବିଶାଳ ସିଂ ଏବଂ […]

Samaya Live Picture
Published On

ଭୁବନେଶ୍ୱର : ରାଜ୍ୟରେ ବଦଳିବେ ୨ ଜିଲ୍ଲାପାଳଙ୍କ ସହିତ ୫ ଜଣ ଏସପି ଓ ଜଣେ ଆଇଜି I ତୁରନ୍ତ ବଦଳି କରିବାକୁ ନିର୍ଦେଶ ଦେଇଛନ୍ତି ନିର୍ବାଚନ କମିଶନ I କଟକ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ଓ ଜଗତସିଂହପୁର ଜିଲ୍ଲାପାଳ ପାରୁଲ ପଟୱାରୀ ଙ୍କୁ ବଦଳି ନିର୍ଦେଶ ହୋଇଛି I ସେହିପରି ଅନୁଗୁଳ ଏସପି ସୁଧାଂଶୁ ଶେଖର ମିଶ୍ର,ବ୍ରହ୍ମପୁର ଏସପି ଶ୍ରବଣା ବିବେକ,ଖୋର୍ଦ୍ଧା ଏସପି ବି.ଯୁଗଳ କିଶୋର,ରାଉରକେଲା ଏସପି ମିତ୍ରଭାନୁ ମହାପାତ୍ର.ଆଇପିଏସ କନୱାର ବିଶାଳ ସିଂ ଏବଂ କେନ୍ଦ୍ରାଞ୍ଚଳ ଆଇଜି ଆଶିଷ କୁମାର ସିଂହଙ୍କୁ ନିର୍ବାଚନ ସମ୍ପର୍କିତ କାମ ନଥିବା ସ୍ଥାନକୁ ବଦଳି ପାଇଁ ନିର୍ଦେଶ ହୋଇଛି I

Tags: