କାର ସହ ଭାସିଗଲେ କାର ଚାଳକ

ତିର୍ତ୍ତୋଲ : ମହାନଦୀରେ ଭାସିଗଲା କାର୍ । ଅଳ୍ପକେ ବର୍ତି ଯାଇଛନ୍ତି କାର ଚାଲାକ I ଏପରି ଏକ ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲାର ରାହାମା ଖୁସାଲପୁର ଗଳି ପୋଲ ନିକଟରେ | ସୂଚନାନୁସାରେ  ,   ଜଣେ କାର ଚଳାଇ କୋଣସିରେ ଯାଉଥିବା ବେଳେ ହଠାତ ମହାନଦୀ ପାଣି ମାଡିଆସିଥିଲା | ପାଣି ମାଡି ଆସିବାରୁ କାର ଭାସିଯାଇଥିଲା | ସେହି କାର ଚାଳକ ଜଣଙ୍କ ଭିତରେ ଫାଶୀ ଯାଇଥିଲେ I ପରେ କାର ଟି ଭାସି […]

Samaya Live Picture
Published On

ତିର୍ତ୍ତୋଲ : ମହାନଦୀରେ ଭାସିଗଲା କାର୍ । ଅଳ୍ପକେ ବର୍ତି ଯାଇଛନ୍ତି କାର ଚାଲାକ I ଏପରି ଏକ ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲାର ରାହାମା ଖୁସାଲପୁର ଗଳି ପୋଲ ନିକଟରେ |
ସୂଚନାନୁସାରେ  ,   ଜଣେ କାର ଚଳାଇ କୋଣସିରେ ଯାଉଥିବା ବେଳେ ହଠାତ ମହାନଦୀ ପାଣି ମାଡିଆସିଥିଲା | ପାଣି ମାଡି ଆସିବାରୁ କାର ଭାସିଯାଇଥିଲା | ସେହି କାର ଚାଳକ ଜଣଙ୍କ ଭିତରେ ଫାଶୀ ଯାଇଥିଲେ I ପରେ କାର ଟି ଭାସି ଯାଇ ଏକ ଗଛରେ ଲାଖିଥିଲା I  ଯୁବକ ଜଣକ ଗଛ ଉପରେ ଚଢ଼ି ଯାଇଥିଲେ । ଆଖପାଖରେ ଥିବା ସ୍ଥାନିୟ ଲୋକମାନେ ଘଟଣାସ୍ଥଳରେ ପହଂଚି ଅଗ୍ନିଶମକୁ ସୂଚନା ଦେଇଥିଲେ I ପରେ ତିର୍ତ୍ତୋଲ ଅଗ୍ନିଶମ କର୍ମଚାରୀ ପହଞ୍ଚି ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି ।

Tags: