ରେଳ ଲାଇନରୁ ୨ ଯୁବକଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର

କୋରାପୁଟ : ରେଳ ଧାରଣାରୁ ୨ ମୃତଦେହ ଉଦ୍ଧାର । କୋରାପୁଟ ଜିଲ୍ଲା ଜରଟି ଷ୍ଟେସନ ନିକଟର ରେଳ ଲାଇନରେ ମୃତଦେହ ପଡ଼ିଛି । ଖଣ୍ଡ ବିଖଣ୍ଡିତ ହୋଇ ପଡ଼ିଛି ମୃତଦେହ । ସେମାନଙ୍କର ପରିଚୟ ମିଳିନାହିଁ । ରେଳ ଦୁର୍ଘଟଣାରେ ସେମାନଙ୍କର ମୃତ୍ୟୁ ହୋଇଛି ନା ଆତ୍ମହତ୍ୟା ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ଜିଆରପି ପହଞ୍ଚି ତନାଘନା ତଦନ୍ତ କରୁଛି ।

Samaya Live Picture
Published On

Tags: