ବେକରେ ମାଞ୍ଜା ସୁତା ଲାଗି ଯୁବକଙ୍କ କାଟିଲା ବେକ

କଟକ : ପୁଣି ସାମ୍ନାକୁ ଆସିଲା ଗୁଡ଼ି ଅଘଟଣ । ବେକରେ ମାଞ୍ଜରେ ସୁତାଲାଗି ଯୁବକଙ୍କ କଟିଗଲା ବେକ । ଗତକାଲି ଅପରାହ୍ନରେ ତ୍ରିଶୁଳିଆ ବ୍ରିଜ୍ ନିକଟରେ ୩ ଜଣ ଯୁବକ ଗୁଳି ସୂତା ଲାଗି ଆହତ ହୋଇଛନ୍ତି। ଜଣଙ୍କର ବେକରେ ଆଘାତ ଲାଗିଥିବାବେଳେ ଅନ୍ୟ ଜଣେ ଯୁବକଙ୍କର ଆଙ୍ଗୁଠି କଟି ଯାଇଛି। ସେହିପରି ୯ ତାରିଖରେ କଟକ ବୟାଳିଶି ମୌଜା ଅଞ୍ଚଳରେ ଜଣେ ବ୍ୟକ୍ତି ଗୁଡି ସୂତାରେ ଆହତ ହୋଇଥିଲେ। ତେବେ ଗତ ୪ ଦିନ […]

Samaya Live Picture
Published On

କଟକ : ପୁଣି ସାମ୍ନାକୁ ଆସିଲା ଗୁଡ଼ି ଅଘଟଣ । ବେକରେ ମାଞ୍ଜରେ ସୁତାଲାଗି ଯୁବକଙ୍କ କଟିଗଲା ବେକ । ଗତକାଲି ଅପରାହ୍ନରେ ତ୍ରିଶୁଳିଆ ବ୍ରିଜ୍ ନିକଟରେ ୩ ଜଣ ଯୁବକ ଗୁଳି ସୂତା ଲାଗି ଆହତ ହୋଇଛନ୍ତି। ଜଣଙ୍କର ବେକରେ ଆଘାତ ଲାଗିଥିବାବେଳେ ଅନ୍ୟ ଜଣେ ଯୁବକଙ୍କର ଆଙ୍ଗୁଠି କଟି ଯାଇଛି। ସେହିପରି ୯ ତାରିଖରେ କଟକ ବୟାଳିଶି ମୌଜା ଅଞ୍ଚଳରେ ଜଣେ ବ୍ୟକ୍ତି ଗୁଡି ସୂତାରେ ଆହତ ହୋଇଥିଲେ। ତେବେ ଗତ ୪ ଦିନ ମଧ୍ୟରେ ଏଭଳି ୫ ଟି ଅଘଟଣ ଘଟିଥିବା ଜଣା ପଡିଛି ।

Tags: