ଆସନ୍ତା କାଲି ଠାରୁ ୨ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ଆସନ୍ତା କାଲିଠାରୁ ୨ ଦିନିଆ ନୂଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ତାଙ୍କ ସହିତ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ ମୁଖ୍ୟ ସଚିବ, ଶିଳ୍ପ ବିଭାଗର ବରିଷ୍ଠ ପଦାଧିକାରୀ ମଧ୍ୟ ଗସ୍ତରେ ଯିବେ । ୩ ତାରିଖରେ ତାଜ ହୋଟେଲରେ ଆୟୋଜିତ ହେଉଥିବା ନିବେଶକ ସମ୍ମିଳନୀରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ରାଜ୍ୟକୁ କିଭଳି ଅଧିକ ନିବେଶ ଆସିବ,ସେନେଇ ନିବେଶକଙ୍କ ସହ ଆଲୋଚନା କରିବେ । ଜାନୁୟାରୀ […]
ଭୁବନେଶ୍ୱର : ଆସନ୍ତା କାଲିଠାରୁ ୨ ଦିନିଆ ନୂଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ତାଙ୍କ ସହିତ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ ମୁଖ୍ୟ ସଚିବ, ଶିଳ୍ପ ବିଭାଗର ବରିଷ୍ଠ ପଦାଧିକାରୀ ମଧ୍ୟ ଗସ୍ତରେ ଯିବେ । ୩ ତାରିଖରେ ତାଜ ହୋଟେଲରେ ଆୟୋଜିତ ହେଉଥିବା ନିବେଶକ ସମ୍ମିଳନୀରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ରାଜ୍ୟକୁ କିଭଳି ଅଧିକ ନିବେଶ ଆସିବ,ସେନେଇ ନିବେଶକଙ୍କ ସହ ଆଲୋଚନା କରିବେ । ଜାନୁୟାରୀ ୨୮ ଏବଂ ୨୯ ରେ ହେବାକୁ ଥିବା ମେକ ଇନ ଓଡିଶା`ଉତ୍କର୍ଷ ଓଡ଼ିଶା’ପୂର୍ବରୁ ରାଜ୍ୟକୁ ଆସିବା ପାଇଁ ନିବେଶକଙ୍କ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ । ଉତ୍କର୍ଷ ଓଡ଼ିଶା କନକ୍ଲେଭ ପାଇଁ ଶିଳ୍ପପତି ମାନଙ୍କୁ ଭେଟି କରିବେ ଆମନ୍ତ୍ରଣ ।




