ସପ୍ତମ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ଆସିଲା ବିଜେଡିର ସପ୍ତମ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା I ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସବୁ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି : ବାଲିକୁଦା ଏରସମା- ସାରଦା ଜେନା କାକଟପୁର- ତୁଷାରକାନ୍ତି ବେହେରା ବାଙ୍ଗିରିପୋଷି- ରଂଜିତା ମାରାଣ୍ଡି ବରୀ- ବିଶ୍ବରଂଜନ ମଲ୍ଲିକ ହିନ୍ଦୋଳ- ମହେଶ ସାହୁ ରଘୁନାଥପାଲୀ- ଅର୍ଚ୍ଚନା ବେହେରା ସପ୍ତମ ପର୍ଯ୍ୟାୟରେ ବାକିଥିବା ୧୨ ଟି ବିଧାନସଭା ଆସନରୁ ମୋଟ ୬ ଟି ଆସନରେ ପ୍ରାର୍ଥୀ ଘୋଷଣା କରାଯାଇଛି। […]
ଭୁବନେଶ୍ୱର : ଆସିଲା ବିଜେଡିର ସପ୍ତମ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା I ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସବୁ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି :
ବାଲିକୁଦା ଏରସମା- ସାରଦା ଜେନା
କାକଟପୁର- ତୁଷାରକାନ୍ତି ବେହେରା
ବାଙ୍ଗିରିପୋଷି- ରଂଜିତା ମାରାଣ୍ଡି
ବରୀ- ବିଶ୍ବରଂଜନ ମଲ୍ଲିକ
ହିନ୍ଦୋଳ- ମହେଶ ସାହୁ
ରଘୁନାଥପାଲୀ- ଅର୍ଚ୍ଚନା ବେହେରା
ସପ୍ତମ ପର୍ଯ୍ୟାୟରେ ବାକିଥିବା ୧୨ ଟି ବିଧାନସଭା ଆସନରୁ ମୋଟ ୬ ଟି ଆସନରେ ପ୍ରାର୍ଥୀ ଘୋଷଣା କରାଯାଇଛି। ଏବେ ମଧ୍ୟ ବିଜେଡି ପକ୍ଷରୁ ୬ ଟି ଆସନରେ ପ୍ରାର୍ଥୀ ଘୋଷଣା କରାଯାଇନାହିଁ। ଅର୍ଥାତ ଏବେ ସୁଦ୍ଧା ବିଜେଡି ୧୪୧ ଆସନ ପାଇଁ ପ୍ରାର୍ଥୀ ଘୋଷଣା ହୋଇ ସାରିଛି I




