ବଦଳିଲେ ମାଧ୍ୟମିକ ଶିକ୍ଷାବୋର୍ଡ ସଭାପତି
କଟକ : ବଦଳିଲେ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦର ସଭାପତି । ମାଧ୍ୟମିକ ଶିକ୍ଷାବୋର୍ଡ ର ନୂଆ ସଭାପତି ଭାବରେ ନିଯୁକ୍ତ ହୋଇଛନ୍ତି ଶ୍ରୀକାନ୍ତ ତରାଇ । ମାଟ୍ରିକ ପରୀକ୍ଷା ପୂର୍ବରୁ ଶ୍ରୀକାନ୍ତ ତରେଇଙ୍କୁ ବୋର୍ଡ଼ ସଭାପତି ଭାବେ ନିଯୁକ୍ତି ମିଳିଛି। ରବିବାର ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁଏ ସମ୍ପର୍କିତ ବିଜ୍ଞପ୍ତି ପ୍ରକାଶ ପାଇଛି। ପୂର୍ବରୁ ଶ୍ରୀକାନ୍ତ ତରେଇ ରାଜସ୍ୱ ବିଭାଗର ସ୍ୱତନ୍ତ୍ର ସଚିବ ଥିଲେ। ସୂଚନାଯୋଗ୍ୟ, ଆସନ୍ତା ଫେବ୍ରୁଆରୀ ୨୦ରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେବ […]
କଟକ : ବଦଳିଲେ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦର ସଭାପତି । ମାଧ୍ୟମିକ ଶିକ୍ଷାବୋର୍ଡ ର ନୂଆ ସଭାପତି ଭାବରେ ନିଯୁକ୍ତ ହୋଇଛନ୍ତି ଶ୍ରୀକାନ୍ତ ତରାଇ । ମାଟ୍ରିକ ପରୀକ୍ଷା ପୂର୍ବରୁ ଶ୍ରୀକାନ୍ତ ତରେଇଙ୍କୁ ବୋର୍ଡ଼ ସଭାପତି ଭାବେ ନିଯୁକ୍ତି ମିଳିଛି। ରବିବାର ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁଏ ସମ୍ପର୍କିତ ବିଜ୍ଞପ୍ତି ପ୍ରକାଶ ପାଇଛି। ପୂର୍ବରୁ ଶ୍ରୀକାନ୍ତ ତରେଇ ରାଜସ୍ୱ ବିଭାଗର ସ୍ୱତନ୍ତ୍ର ସଚିବ ଥିଲେ।
ସୂଚନାଯୋଗ୍ୟ, ଆସନ୍ତା ଫେବ୍ରୁଆରୀ ୨୦ରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେବ ଏବଂ ଏହା ମାର୍ଚ୍ଚ ୪ ତାରିଖ ପର୍ଯ୍ୟନ୍ତ ଚାଲିବ।




