ସେପ୍ଟେମ୍ବର ୧୩ରେ ଓଡିଶା ଆସିବେ କେନ୍ଦ୍ର ନିର୍ବାଚନ ଆୟୋଗ

ଭୁବନେଶ୍ୱର : ଓଡିଶା ଆସିବେ କେନ୍ଦ୍ର ନିର୍ବାଚନ ଆୟୋଗ ଏବଂ ଇସିଆଇ ଅଧିକାରୀ l ରାଜ୍ୟର ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ନିର୍ବାଚନ ସମ୍ବନ୍ଧୀୟ ଆଲୋଚନା କରିବାର ଜଣାଯାଇଛି 1 ତଥ୍ୟାନୁସାରେ , ଆସନ୍ତା ସେପ୍ଟେମ୍ବର ୧୩ ତାରିଖରେ କେନ୍ଦ୍ର ନିର୍ବାଚନ ଆୟୋଗ ଏବଂ ଇସିଆଇ ଅଧିକାରୀ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି 1 ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ନିର୍ବାଚନ ସମ୍ବନ୍ଧୀୟ ଆଲୋଚନା କରିବାର ଜଣାଯାଇଛି 1 ରାଜ୍ୟରେ ଇଭିଏମ୍ ଏବଂ ୯ଟି ଜିଲ୍ଲା ପାଇଁ […]

Samaya Live Picture
Published On

ଭୁବନେଶ୍ୱର : ଓଡିଶା ଆସିବେ କେନ୍ଦ୍ର ନିର୍ବାଚନ ଆୟୋଗ ଏବଂ ଇସିଆଇ ଅଧିକାରୀ l ରାଜ୍ୟର ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ନିର୍ବାଚନ ସମ୍ବନ୍ଧୀୟ ଆଲୋଚନା କରିବାର ଜଣାଯାଇଛି 1
ତଥ୍ୟାନୁସାରେ , ଆସନ୍ତା ସେପ୍ଟେମ୍ବର ୧୩ ତାରିଖରେ କେନ୍ଦ୍ର ନିର୍ବାଚନ ଆୟୋଗ ଏବଂ ଇସିଆଇ ଅଧିକାରୀ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି 1 ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ନିର୍ବାଚନ ସମ୍ବନ୍ଧୀୟ ଆଲୋଚନା କରିବାର ଜଣାଯାଇଛି 1 ରାଜ୍ୟରେ ଇଭିଏମ୍ ଏବଂ ୯ଟି ଜିଲ୍ଲା ପାଇଁ ଭିଭିପାଟ ମଧ୍ୟ ପହଞ୍ଚି ସାରିଛି 1 ଆସନ୍ତା ଅକ୍ଟୋବର ମାସରେ ସମସ୍ତ ଇଭିଏମ୍ ଓ ଭିଭିପାଟ ଯାଞ୍ଚ ହେବାର କାର୍ଯ୍ୟକ୍ରମ ରହିଛି 1

Tags: