ଘାଟିରେ ଓଲଟିଲା ବସ,ଯାତ୍ରୀ ସୁରକ୍ଷିତ

କୋରାପୁଟ : ଘାଟିରେ ଅଘଟଣ । ଭାରସାମ୍ୟ ହରାଇ ସୂଂକି ଘାଟିରେ ଓଲଟିଲା ଯାତ୍ରୀବାହୀ ବସ I ଯୋଡିମାଡିଲି ନିକଟରେ ବସଟି ଓଲଟି ପଡିଛି । ତେବେ ବସରେ ଥିବା ସମସ୍ତ ଯାତ୍ରୀ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ମିଳିଛି । ସୁଙ୍କି ପୋଲିସ ଘଟଣାରେ ସ୍ଥଳରେ ପହଞ୍ଚି ଯାତ୍ରୀଙ୍କୁ ଉଦ୍ଧାର କରିଥିଲା। ସୂଚନାନୁଯାୟୀ, ବିଶାଖାପାଟଣାରୁ ଭାବନୀପାଟଣା ଅଭିମୁଖେ ବସଟି ଆସୁଥିଲା । ବସ୍ ଚାଳକଙ୍କ ଆଖି ଲାଗିଯିବା ଫଳରେ ଗାଡ଼ିଟି ଭାରସାମ୍ୟ ହରାଇ ଦୁର୍ଘଟଣା […]

Samaya Live Picture
Published On

କୋରାପୁଟ : ଘାଟିରେ ଅଘଟଣ । ଭାରସାମ୍ୟ ହରାଇ ସୂଂକି ଘାଟିରେ ଓଲଟିଲା ଯାତ୍ରୀବାହୀ ବସ I ଯୋଡିମାଡିଲି ନିକଟରେ ବସଟି ଓଲଟି ପଡିଛି । ତେବେ ବସରେ ଥିବା ସମସ୍ତ ଯାତ୍ରୀ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ମିଳିଛି । ସୁଙ୍କି ପୋଲିସ ଘଟଣାରେ ସ୍ଥଳରେ ପହଞ୍ଚି ଯାତ୍ରୀଙ୍କୁ ଉଦ୍ଧାର କରିଥିଲା।

ସୂଚନାନୁଯାୟୀ, ବିଶାଖାପାଟଣାରୁ ଭାବନୀପାଟଣା ଅଭିମୁଖେ ବସଟି ଆସୁଥିଲା । ବସ୍ ଚାଳକଙ୍କ ଆଖି ଲାଗିଯିବା ଫଳରେ ଗାଡ଼ିଟି ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ତେବେ କୌଣସ ଯାତ୍ରୀ ଆହତ ହୋଇନଥିବା ସୂଚନା । ପୋଲିସ ଯାତ୍ରୀମାନଙ୍କୁ ଅନ୍ୟ ଗାଡ଼ିରେ ସୁରକ୍ଷିତ ଭାବେ ନିଜ ଗନ୍ତବ୍ୟସ୍ଥଳୀକୁ ପଠାଇଥିଲା ।

Tags: