ଚିଲିକା ମଝି ଦରିଆରେ ଫସିଲା ନାଆ

ବାଣପୁର : ଚିଲିକା ମଝି ଦରିଆରେ ଫସିଲଲା ଯାତ୍ରୀବାହୀ ଡଙ୍ଗା I ମୋଟର ଖରାପ ହେବା ଯୋଗୁଁ ଡଙ୍ଗାଟି ମହିଁସା ନିକଟରେ ଅଟକି ରହିଥିବା ସୂଚନା ମିଳିଛି । ଡଙ୍ଗାରେ ୨୫ଜଣ ଯାତ୍ରୀ ଥିବା ବେଳେ ୧୦ଟି ବାଇକ ରହିଛି । ଆଜି ସକାଳେ ପ୍ରାୟ ସାଢେ ଦଶଟାବେଳେ ଯାତ୍ରୀବାହୀ ଡଙ୍ଗାଟି ୨୫ ଜଣ ଯାତ୍ରୀଙ୍କୁ ନେଇ ଚିଲିକା ଦେଇ ଜହ୍ନିକୁଦା ଘଟ ନିକଟକୁ ବାହାରିଥିଲା I ମାତ୍ର ମଝି ରାସ୍ତାରେ ମୋଟର ଖରାପ ହେବା ଯୋଗୁଁ […]

Samaya Live Picture
Published On

ବାଣପୁର : ଚିଲିକା ମଝି ଦରିଆରେ ଫସିଲଲା ଯାତ୍ରୀବାହୀ ଡଙ୍ଗା I ମୋଟର ଖରାପ ହେବା ଯୋଗୁଁ ଡଙ୍ଗାଟି ମହିଁସା ନିକଟରେ ଅଟକି ରହିଥିବା ସୂଚନା ମିଳିଛି । ଡଙ୍ଗାରେ ୨୫ଜଣ ଯାତ୍ରୀ ଥିବା ବେଳେ ୧୦ଟି ବାଇକ ରହିଛି । ଆଜି ସକାଳେ ପ୍ରାୟ ସାଢେ ଦଶଟାବେଳେ ଯାତ୍ରୀବାହୀ ଡଙ୍ଗାଟି ୨୫ ଜଣ ଯାତ୍ରୀଙ୍କୁ ନେଇ ଚିଲିକା ଦେଇ ଜହ୍ନିକୁଦା ଘଟ ନିକଟକୁ ବାହାରିଥିଲା I ମାତ୍ର ମଝି ରାସ୍ତାରେ ମୋଟର ଖରାପ ହେବା ଯୋଗୁଁ ମହିଁସା ନିକଟରେ ଡଙ୍ଗାଟି ଅଟକି ରହିଥିବା ଜଣ ପଡିଛି I

Tags: