ନବୀନ ନିବାସ ପହଁଚିଲେ କଳାକାର
ଭୁବନେଶ୍ୱର : ନବୀନ ନିବାସରେ ଶୁକ୍ରବାର କଳାକାରଙ୍କ ଭିଡ ଜମିଥିବା ଦେଖିବାକୁ ମିଳିଛି। ଚଳଚ୍ଚିତ୍ର ଅଭିନେତା, ଅଭିନେତ୍ରୀ ଏବଂ ଗୀତିକାର ନବୀନ ନିବାସରେ ପହଞ୍ଚି ସାରିଛନ୍ତି। ହାସ୍ୟଅଭିନେତା ଏବଂ ୟୁଟ୍ୟୁବର ମଧ୍ୟ ପହଞ୍ଚିଛନ୍ତି। ଅଭିନେତା ସ୍ୱରାଜ ବାରିକ, ଅମ୍ଲାନ ଦାସ, ସମ୍ବିତ, ଦେବାଶିଷ, କମେଡିଆନ ସନ୍ତୁ, ଶଙ୍କର, ଗୁଡୁ ଓ ଅଭିନେତ୍ରୀ ଭୂମିକା, ଲିପ୍ସା ଓ ନିକିତା ଆଦି ଆସି ପହଞ୍ଚିଥିଲେ।

Tags: