ଗୃହରେ ଉଠିଲା ଅଙ୍ଗନବାଡି ପ୍ରସଙ୍ଗ
ଭୁବନେଶ୍ଵର: ରାଜ୍ୟରେ ୨୧ ହଜାର ୪୮୬ ଅଙ୍ଗନବାଡି କେନ୍ଦ୍ରର ନିଜସ୍ଵ ଗୃହ ନାହିଁ। ଏ ନେଇ ଗୃହରେ ଲିଖିତ ଉତ୍ତର ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ୩୧ ହଜାର ୪୫୬ ଅଙ୍ଗନାବାଡି କେନ୍ଦ୍ରରେ ବିଦ୍ୟୁତ୍ ସଂଯୋଗ ନାହିଁ। ଏପରିକି ୪୭ ହଜାର ୭୩୭ ଅଙ୍ଗନବାଡି କେନ୍ଦ୍ରରେ ପାଚେରୀ ନାହିଁ। ଅନ୍ୟପଟେ ଆଜି ବିଧାନସଭାରେ ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି ଅତିଥି ଅଧ୍ୟାପକଙ୍କ ଭରସାରେ ରାଜ୍ୟର ନାମକରା ବିଶ୍ଵ ବିଦ୍ୟାଳୟ। ରାଜ୍ୟର ୧୭ଟି ବିଶ୍ଵ ବିଦ୍ୟାଳୟରେ ୯୬୩ ଜଣ ଅତିଥି […]
ଭୁବନେଶ୍ଵର: ରାଜ୍ୟରେ ୨୧ ହଜାର ୪୮୬ ଅଙ୍ଗନବାଡି କେନ୍ଦ୍ରର ନିଜସ୍ଵ ଗୃହ ନାହିଁ। ଏ ନେଇ ଗୃହରେ ଲିଖିତ ଉତ୍ତର ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ୩୧ ହଜାର ୪୫୬ ଅଙ୍ଗନାବାଡି କେନ୍ଦ୍ରରେ ବିଦ୍ୟୁତ୍ ସଂଯୋଗ ନାହିଁ। ଏପରିକି ୪୭ ହଜାର ୭୩୭ ଅଙ୍ଗନବାଡି କେନ୍ଦ୍ରରେ ପାଚେରୀ ନାହିଁ। ଅନ୍ୟପଟେ ଆଜି ବିଧାନସଭାରେ ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି ଅତିଥି ଅଧ୍ୟାପକଙ୍କ ଭରସାରେ ରାଜ୍ୟର ନାମକରା ବିଶ୍ଵ ବିଦ୍ୟାଳୟ। ରାଜ୍ୟର ୧୭ଟି ବିଶ୍ଵ ବିଦ୍ୟାଳୟରେ ୯୬୩ ଜଣ ଅତିଥି ଅଧ୍ୟାପକ ପାଠ ପଢାଉଛନ୍ତି।




