ଓସିଏସ ପରୀକ୍ଷାର୍ଥୀଙ୍କ ବୟସ ସୀମା କୋହଳ ହେଲା
କଟକ : ଓସିଏସ ଆଶାୟୀ ପରୀକ୍ଷାର୍ଥୀ ବୟସ ସୀମା ହେଲା କୋହଳ । ବୟସ ଅତିକ୍ରମ କରିଥିଲେ ମଧ୍ୟ ପୁନଃ ପରୀକ୍ଷା ଦେଇପାରିବେ । ୨୦୧୯/୨୦/୨୧ରେ ପରୀ କ୍ଷା ଦେଇଥିବା ଆଶାୟୀଙ୍କୁ ମିଳିଲା ଆଉଥିରେ ସୁଯୋଗ । ସାଧାରଣ ପ୍ରଶାସନ ପକ୍ଷରୁ ଜାରି ହେଲା ରିଜଲ୍ୟୁସନ । ବିଭିନ୍ନ ସମୟରେ ଏନେଇ ଦାବି ହୋଇ ଆସୁଥିବାବେଳେ ଓସିଏସ ଆଶାୟୀଙ୍କୁ ପୁଣିଥରେ ସୁଯୋଗ ମିଳିବ I

Tags: