ସତ୍ୟବାଦୀରେ ଭୟାବହ ଅଗ୍ନିକାଣ୍ଡ,୩୦ ବଖରା ଭସ୍ମ
ପୁରୀ : ପୁରୀ ଜିଲ୍ଲା ସତ୍ୟବାଦୀରେ ଭୟାବହ ଅଗ୍ନିକାଣ୍ଡ I ବିଳମ୍ବିତ ରାତିରେ ଆଳିସ ଗାଁରେ ଅଗ୍ନିକାଣ୍ଡ ଘଟି ୩୦ ରୁ ଉର୍ଧ୍ଵ ଘର ଭସ୍ମ ହୋଇଯାଇଛି I ଏଥିରେ ୧୫ଟି ପରିବାର ସର୍ବସ୍ବାନ୍ତ ହୋଇଯିବା ସହ ୧୫ଟି ବାଇକ ଓ ୩ଟି ଗୋରୁ ଜୀବନ୍ତ ଦଗ୍ଧ ହୋଇଛନ୍ତି। ଗ୍ରାମବାସୀ ନିଆଁକୁ ଆୟତ୍ତ କରିଥିବାବେଳେ ଅଗ୍ନିକାଣ୍ଡରେ କାରଣ ଅସ୍ପଷ୍ଟ ରହିଛି I

Tags: