ନୂଆବର୍ଷରେ ଭୟଙ୍କର ଅଗ୍ନିକାଣ୍ଡ,୧୦ ବଖରା ଭସ୍ମୀଭୂତ

ନିଆଳି : ନୂଆ ବର୍ଷରେ କାହାର ପୌଷମାସ ତ କାହାର ସର୍ବନାଶ । ସକାଳୁ ସକାଳୁ ଘଟିଯାଇଛି ଭୟଙ୍କର ଅଗ୍ନିକାଣ୍ଡ । ନିଆଁ ର ଆଁ ରେ ୧୦ ବଖରା ଭସ୍ମୀଭୂତ । ସର୍ବସ୍ୱାନ୍ତ ହୋଇ ଯାଇଛି ୭ ଟି ପରିବାର । ଏଭଳି ଏକ ଦୁଖଦଃ ଘଟଣା ଘଟିଛି କଟକ ନିଆଳି ମାଧବ ପ୍ରଧାନ ସାହିରେ । ଅଗ୍ନିକାଣ୍ଡ ଘଟି ସାହିର ସୋମନାଥ ସାହୁ, ଚଇତନ ସାହୁ,କେଳୁସାହୁ, ପଦ୍ମଚରଣ ସାହୁ, କୈବଲ୍ୟ ସାହୁ ଓ ଭଗବାନ […]

Samaya Live Picture
Published On

ନିଆଳି : ନୂଆ ବର୍ଷରେ କାହାର ପୌଷମାସ ତ କାହାର ସର୍ବନାଶ । ସକାଳୁ ସକାଳୁ ଘଟିଯାଇଛି ଭୟଙ୍କର ଅଗ୍ନିକାଣ୍ଡ । ନିଆଁ ର ଆଁ ରେ ୧୦ ବଖରା ଭସ୍ମୀଭୂତ । ସର୍ବସ୍ୱାନ୍ତ ହୋଇ ଯାଇଛି ୭ ଟି ପରିବାର । ଏଭଳି ଏକ ଦୁଖଦଃ ଘଟଣା ଘଟିଛି କଟକ ନିଆଳି ମାଧବ ପ୍ରଧାନ ସାହିରେ । ଅଗ୍ନିକାଣ୍ଡ ଘଟି ସାହିର ସୋମନାଥ ସାହୁ, ଚଇତନ ସାହୁ,କେଳୁସାହୁ, ପଦ୍ମଚରଣ ସାହୁ, କୈବଲ୍ୟ ସାହୁ ଓ ଭଗବାନ ସାହୁଙ୍କର ଧାନ ଚାଉଳ ସମେତ ୧୦ ଲକ୍ଷ ଟଙ୍କାର ସମ୍ପତି ପୋଡି ଜଳିପୋଡି ପାଉଁଶ ହୋଇଯାଇଛି । ଖବର ପାଇ ଅଗ୍ନିଶମବାହିନୀ ନିଆଁକୁ ଆୟତ୍ତ କରିଥିଲେ । ତେବେ ବର୍ତ୍ତମାନ ସୁଦ୍ଧା ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ ।

Tags: