ଅସ୍ଥାୟୀ ଭାବରେ ବାହାନଗା ଷ୍ଟେସନ ଅଚଳ
ବାଲେଶ୍ୱର : ବାହାନଗା ରେଳ ଷ୍ଟେସନ ରେ ଅଟକିବ ନାହିଁ କୌଣସି ଟ୍ରେନ I ମାଲବାହୀ, ମେମୁ ଓ ପାସେଞ୍ଜର ଟ୍ରେନ୍ ମଧ୍ୟରୁ କୌଣସି ଟ୍ରେନ୍ ବାହାନଗା ବଜାର ରେଳ ଷ୍ଟେସନରେ କୌଣସି ଟ୍ରେନ୍ ଅଟକିବ ନାହିଁ । ଦୁର୍ଘଟଣବା ପରେ ଷ୍ଟେସନରେ ତଦନ୍ତ ଚାଲୁଥିବାରୁ ଏହି ନିଷ୍ପତି ନିଆଯାଇଛି I ସୂଚନାନୁସାରେ ,ଦୁର୍ଘଟଣାପରେ କେନ୍ଦ୍ରରୁ ୧୦ ଜଣିଆ ସିବିଆଇ ଟିମ ଓଡିଶା ଆସି ତଦନ୍ତ ଚଲାଇଛି I ସେଥିରେ ବାହାନଗା ବଜାର ଷ୍ଟେସନ୍ର ରିଲେ ରୁମ୍କୁ […]
ବାଲେଶ୍ୱର : ବାହାନଗା ରେଳ ଷ୍ଟେସନ ରେ ଅଟକିବ ନାହିଁ କୌଣସି ଟ୍ରେନ I ମାଲବାହୀ, ମେମୁ ଓ ପାସେଞ୍ଜର ଟ୍ରେନ୍ ମଧ୍ୟରୁ କୌଣସି ଟ୍ରେନ୍ ବାହାନଗା ବଜାର ରେଳ ଷ୍ଟେସନରେ କୌଣସି ଟ୍ରେନ୍ ଅଟକିବ ନାହିଁ । ଦୁର୍ଘଟଣବା ପରେ ଷ୍ଟେସନରେ ତଦନ୍ତ ଚାଲୁଥିବାରୁ ଏହି ନିଷ୍ପତି ନିଆଯାଇଛି I
ସୂଚନାନୁସାରେ ,ଦୁର୍ଘଟଣାପରେ କେନ୍ଦ୍ରରୁ ୧୦ ଜଣିଆ ସିବିଆଇ ଟିମ ଓଡିଶା ଆସି ତଦନ୍ତ ଚଲାଇଛି I ସେଥିରେ ବାହାନଗା ବଜାର ଷ୍ଟେସନ୍ର ରିଲେ ରୁମ୍କୁ ସିଲ୍ କରିଛି ସିବିଆଇ। ଯାହା ଫଳରେ ବାହାନଗା ଷ୍ଟେସନ୍ରେ ବର୍ତ୍ତମାନ ଟ୍ରେନ୍ ରହଣୀ ଅସମ୍ଭବ। ଷ୍ଟେସନ୍ର ରିଲେ ରୁମ୍ ସିଲ୍ ହୋଇଥିବା କାରଣରୁ ଷ୍ଟେସନ୍ରେ କୌଣସି ପାସେଞ୍ଜର ଟ୍ରେନ୍ ରହିପାରିବନି। ପରବର୍ତ୍ତୀ ନୋଟିସକୁ ଅପେକ୍ଷା କରଯାଇଛି । ଏନେଇ ଦକ୍ଷିଣ ପୂର୍ବ ରେଳତଟ ସିପିଆର୍ଓ ଆଦିତ୍ୟ ଚୌଧୁରୀ ସୂଚନା ଦେଇଛନ୍ତି ।ସିବିଆଇ ରିଲେ ରୁମ୍ ଖୋଲିଲେ ପୂର୍ବଭଳି ବାହାନଗା ଷ୍ଟେସନ୍ରେ ରହିବ ପାସେଞ୍ଜର ଟ୍ରେନ୍।




