ରାଜ୍ୟରେ କଲବଲ କରୁଛି ତାତି: 35 ଡ଼ିଗ୍ରୀ ଉପରେ 22 ସହର ତାତି
ଭୁବନେଶ୍ବର:ରାଜ୍ୟରେ କଲବଲ କରୁଛି ତାତି। ଅସହ୍ୟ ତାତିରେ ଆଉଟ ପାଉଟ ରାଜ୍ୟବାସୀ। 35 ଡିଗ୍ରୀ ଉପରେ 22 ସହର ତାପମାତ୍ରା।ଆଜି 39.5 ଡିଗ୍ରୀ ସହ ବୌଦ୍ଧ ସବୁଠାରୁ ଉତ୍ତପ୍ତ ସହର ପାଲଟିଛି। ସେହିପରି ଝାରସୁଗୁଡ଼ା 38.6, ବଲାଙ୍ଗିର 38.5, ସମ୍ବଲପୁର 38.3, ଟିଟିଲାଗଡ଼ 37.5 ଡିଗ୍ରୀହୀରାକୁଦ, ସୁନ୍ଦରଗଡ଼ ଓ ପାରଳାଖେମୁଣ୍ଡି ତାପମାତ୍ରା 37.2 ଡିଗ୍ରୀ ସେଲସିୟସ, ଭୁବନେଶ୍ବର 35.4 ଓ କଟକ ତାପମାତ୍ରା 35 ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି । ଆଗକୁ ଆହୁରି ତାତି ବଢିବା […]
ଭୁବନେଶ୍ବର:ରାଜ୍ୟରେ କଲବଲ କରୁଛି ତାତି। ଅସହ୍ୟ ତାତିରେ ଆଉଟ ପାଉଟ ରାଜ୍ୟବାସୀ। 35 ଡିଗ୍ରୀ ଉପରେ 22 ସହର ତାପମାତ୍ରା।ଆଜି 39.5 ଡିଗ୍ରୀ ସହ ବୌଦ୍ଧ ସବୁଠାରୁ ଉତ୍ତପ୍ତ ସହର ପାଲଟିଛି। ସେହିପରି
ଝାରସୁଗୁଡ଼ା 38.6, ବଲାଙ୍ଗିର 38.5, ସମ୍ବଲପୁର 38.3, ଟିଟିଲାଗଡ଼ 37.5 ଡିଗ୍ରୀହୀରାକୁଦ, ସୁନ୍ଦରଗଡ଼ ଓ ପାରଳାଖେମୁଣ୍ଡି ତାପମାତ୍ରା 37.2 ଡିଗ୍ରୀ ସେଲସିୟସ, ଭୁବନେଶ୍ବର 35.4 ଓ କଟକ ତାପମାତ୍ରା 35 ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି । ଆଗକୁ ଆହୁରି ତାତି ବଢିବା ନେଇ ସମ୍ଭାବନା ରହିଛି। ପୂର୍ବରୁ ପଶ୍ଚିମ, ଉତ୍ତର ରୁ ଦକ୍ଷିଣ ସବୁଠି ତାତି ବଢିବା ନେଇ ଆକଳନ କରାଯାଇଛି।




