ପାଣି ଚାମ୍ବରରେ ପଡି ୱାଟକୋ କର୍ମଚାରୀଙ୍କ ସନ୍ଦେହଜନକ ମୃତ୍ୟୁ

ଭୁବନେଶ୍ୱର : ରାଜଧାନୀ ସ୍ଥିତ ସିଆରପି ଛକରେ ଅଘଟଣ I ପାଣି ଚାମ୍ବରରେ ପଡି ୱାଟକୋ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ମୃତ କର୍ମଚାରୀଙ୍କ ଜଣଙ୍କ ହେଲେ ବଳରାମ ଗୌଡ଼। ତାଙ୍କୁ ଉଦ୍ଧାର କରାଯାଇ କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ସେ କାଲି ସନ୍ଧ୍ୟାରେ ପାଣି ଚାମ୍ବରକୁ ଯାଇ ଆଉ ଫେରି ନଥିଲେ I ତାଙ୍କୁ ଯୋଜନା ବଦ୍ଧ ଭାବରେ ହତ୍ୟା କରାଯାଇଥିବା ନେଇ ଆଶଙ୍କା କରିଛନ୍ତି ପରିବାର […]

Samaya Live Picture
Published On

ଭୁବନେଶ୍ୱର : ରାଜଧାନୀ ସ୍ଥିତ ସିଆରପି ଛକରେ ଅଘଟଣ I ପାଣି ଚାମ୍ବରରେ ପଡି ୱାଟକୋ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ମୃତ କର୍ମଚାରୀଙ୍କ ଜଣଙ୍କ ହେଲେ ବଳରାମ ଗୌଡ଼। ତାଙ୍କୁ ଉଦ୍ଧାର କରାଯାଇ କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ସେ କାଲି ସନ୍ଧ୍ୟାରେ ପାଣି ଚାମ୍ବରକୁ ଯାଇ ଆଉ ଫେରି ନଥିଲେ I ତାଙ୍କୁ ଯୋଜନା ବଦ୍ଧ ଭାବରେ ହତ୍ୟା କରାଯାଇଥିବା ନେଇ ଆଶଙ୍କା କରିଛନ୍ତି ପରିବାର ଲୋକେ I ଘଟଣାସ୍ଥଳରେ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି।

Tags: