ଓଡ଼ିଆ ରାପରଙ୍କ ସନ୍ଦେହ ଜନକ ମୃତ୍ୟୁ

ଭୁବନେଶ୍ୱର : ଯୁବ ଇଂଜିନିୟର ତଥା ଓଡ଼ିଆ ରାପରଙ୍କ ସନ୍ଦେହ ଜନକ ମୃତ୍ୟୁ । ବେଙ୍ଗାଲୁରୁରେ ଓଡ଼ିଆ ରାପର ଅଭିନବ ସିଂ ଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟିଥିବା ନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି । ପ୍ରାଥମିକ ସୂତ୍ରରୁ ସେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ତେବେ ବର୍ତ୍ତମାନ ସୁଦ୍ଧା ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି । ସ୍ତ୍ରୀଙ୍କ ନିର୍ଯ୍ୟାତନା ପାଇଁ ମାନସିକ ଭାରସାମ୍ୟ ହରାଇ ସେ ଆତ୍ମହତ୍ୟା କରିଥିବା ପରିବାର ଲୋକେ […]

ଓଡ଼ିଆ ରାପରଙ୍କ ସନ୍ଦେହ ଜନକ ମୃତ୍ୟୁ
Samaya Live Picture
Published On

ଭୁବନେଶ୍ୱର : ଯୁବ ଇଂଜିନିୟର ତଥା ଓଡ଼ିଆ ରାପରଙ୍କ ସନ୍ଦେହ ଜନକ ମୃତ୍ୟୁ । ବେଙ୍ଗାଲୁରୁରେ ଓଡ଼ିଆ ରାପର ଅଭିନବ ସିଂ ଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟିଥିବା ନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି । ପ୍ରାଥମିକ ସୂତ୍ରରୁ ସେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ତେବେ ବର୍ତ୍ତମାନ ସୁଦ୍ଧା ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି । ସ୍ତ୍ରୀଙ୍କ ନିର୍ଯ୍ୟାତନା ପାଇଁ ମାନସିକ ଭାରସାମ୍ୟ ହରାଇ ସେ ଆତ୍ମହତ୍ୟା କରିଥିବା ପରିବାର ଲୋକେ ବେଙ୍ଗାଲୁରୁରେ ଏକ ଥାନାରେ ଅଭିଯୋଗ କରିଛନ୍ତି । ଅଭିନବ ସିଂଙ୍କ ଘର କଟକର କାଳିଗଳି ନିକଟରେ। ତେବେ ସେ ସ୍ତ୍ରୀଙ୍କ ସହିତ ବାଙ୍ଗାଲୋରରେ ରହୁଥିବା ବେଳେ ସେଠାରେ ସେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି ।

Tags: