ମଧ୍ୟାହ୍ନ ଭୋଜନ ଖାଇ ଛାତ୍ରଛାତ୍ରୀ ଅସୁସ୍ଥ

କେନ୍ଦ୍ରାପଡା : ମଧ୍ୟାହ୍ନ ଭୋଜନ ଖାଇ ଅସୁସ୍ଥ ହେଲେ ସ୍କୁଲ ଛାତ୍ରଛାତ୍ରୀ । ସ୍କୁଲରେ ଦିଆଯାଇଥିବା ପଚା ଅଣ୍ଡା ତରକାରୀ ଖାଇ ୬୦ ରୁ ଅଧିକ ଛାତ୍ରଛାତ୍ରୀ ପେଟ ଯନ୍ତ୍ରଣାରେ ଶିକାର ହୋଇ ହସ୍ପିଟାଲରେ ଭର୍ତି ହୋଇଛନ୍ତି । ଝାରସୁଗୁଡା ଜିଲ୍ଲା ଜମେରା ୟୁଜିଏମଇ ସ୍କୁଲରେ ଏହି ଘଟଣା ଘଟିଛି । ସୂଚନା ଅନୁସାରେ, ଆଜି ଶନିବାର ଥିବାରୁ ସାଢେ଼ ୯ଟା ବେଳେ ମଧ୍ୟାହ୍ନ ଭୋଜନ ଦିଆ ଯାଇଥିଲା। ତେବେ ଏହି ଭୋଜନରେ ଥିବା ଅଣ୍ଡା ଖାଇବାର […]

Samaya Live Picture
Published On

କେନ୍ଦ୍ରାପଡା : ମଧ୍ୟାହ୍ନ ଭୋଜନ ଖାଇ ଅସୁସ୍ଥ ହେଲେ ସ୍କୁଲ ଛାତ୍ରଛାତ୍ରୀ । ସ୍କୁଲରେ ଦିଆଯାଇଥିବା ପଚା ଅଣ୍ଡା ତରକାରୀ ଖାଇ ୬୦ ରୁ ଅଧିକ ଛାତ୍ରଛାତ୍ରୀ ପେଟ ଯନ୍ତ୍ରଣାରେ ଶିକାର ହୋଇ ହସ୍ପିଟାଲରେ ଭର୍ତି ହୋଇଛନ୍ତି । ଝାରସୁଗୁଡା ଜିଲ୍ଲା ଜମେରା ୟୁଜିଏମଇ ସ୍କୁଲରେ ଏହି ଘଟଣା ଘଟିଛି ।

ସୂଚନା ଅନୁସାରେ, ଆଜି ଶନିବାର ଥିବାରୁ ସାଢେ଼ ୯ଟା ବେଳେ ମଧ୍ୟାହ୍ନ ଭୋଜନ ଦିଆ ଯାଇଥିଲା। ତେବେ ଏହି ଭୋଜନରେ ଥିବା ଅଣ୍ଡା ଖାଇବାର କିଛି ସମୟ ପରେ ଶିଶୁଙ୍କର ଝାଡ଼ା ବାନ୍ତି ଆରମ୍ଭ ହୋଇଥିଲା। ତେବେ ଏହି ଝାଡ଼ାବାନ୍ତିର କାରଣ ଅଣ୍ଡା ନା ଆଉ କିଛି ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇ ପାରିନି। ଘଟଣା ସ୍ଥଳରେ ଅଭିଭାବକ ସଂଘ ମଧ୍ୟ ପହଞ୍ଚିଥିବା ବେଳେ ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ଅଭିଭାବକମାନେ ଦାବି କରିଛନ୍ତି।

Tags: