୪ ମହଲାରୁ ଖସି ଛାତ୍ର ଗୁରୁତର
ଢେଙ୍କାନାଳ : ଭବାନୀପାଟଣା ବିନାୟକ କଲେଜରେ ଅଘଟଣ । ଯୁକ୍ତ ଦୁଇ ଦ୍ଵିତୀୟ ବର୍ଷର ଛାତ୍ରଙ୍କୁ ଚାରି ମହଲା ଉପରୁ ସହପାଠୀ ଠେଲି ଦେଇଥିବା ଅଭିଯୋଗ । ଗୁରୁତର ଛାତ୍ରଙ୍କୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତାଙ୍କ ନାମ ଅଙ୍କେସ ବାଗ ଓ ସେ ବିନାୟକ କଲେଜରେ ଯୁକ୍ତ ଦୁଇ କଳା ୨ ଦ୍ଵିତୀୟ ବର୍ଷର ଛାତ୍ର ବୋଲି ଜଣାପଡିଛି । ଘଟଣା ସମ୍ପର୍କରେ ଖବର ପାଇ କଲେଜ କର୍ତ୍ତୃପକ୍ଷ ଆସିଲା ପରେ ଡାକ୍ତରଖାନାରେ […]
ଢେଙ୍କାନାଳ : ଭବାନୀପାଟଣା ବିନାୟକ କଲେଜରେ ଅଘଟଣ । ଯୁକ୍ତ ଦୁଇ ଦ୍ଵିତୀୟ ବର୍ଷର ଛାତ୍ରଙ୍କୁ ଚାରି ମହଲା ଉପରୁ ସହପାଠୀ ଠେଲି ଦେଇଥିବା ଅଭିଯୋଗ । ଗୁରୁତର ଛାତ୍ରଙ୍କୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତାଙ୍କ ନାମ ଅଙ୍କେସ ବାଗ ଓ ସେ ବିନାୟକ କଲେଜରେ ଯୁକ୍ତ ଦୁଇ କଳା ୨ ଦ୍ଵିତୀୟ ବର୍ଷର ଛାତ୍ର ବୋଲି ଜଣାପଡିଛି । ଘଟଣା ସମ୍ପର୍କରେ ଖବର ପାଇ କଲେଜ କର୍ତ୍ତୃପକ୍ଷ ଆସିଲା ପରେ ଡାକ୍ତରଖାନାରେ ଉତ୍ତେଜନା ପ୍ରକାଶ ପାଇଛି। ଅଭିଯୋଗ ପରେ ପୋଲିସ ଛାନଭିନ୍ ଆରମ୍ଭ କରିଛି।




