୮୪୦ ନୂଆ ପଦବୀକୁ ରାଜ୍ୟ ସରକାରଙ୍କ ମଞ୍ଜୁରୀ

ଭୁବନେଶ୍ୱର:ରାଜ୍ୟରେ ୨୩ ଜିଲ୍ଲାରେ ୫୬ଟି ନୂଆ କୋର୍ଟକୁ ଅନୁମୋଦନ। ଏଥି ପାଇଁ ୮୪୦ ଟି ନୂଆ ପଦବୀକୁ ମଜୁରୀ ମିଳିଛି। ଗେଜେଟେଡ ଓ ଅଣଗେଜେଟେଡ୍‌ ବର୍ଗର ୮୪୦ ନୂଆ ପଦବୀକୁ ମଞ୍ଜୁରୀ କରିଛନ୍ତି ରାଜ୍ୟ ସରକାର। ଏନେଇ ଆକାଉଣ୍ଟାଣ୍ଟ ଜେନେରାଲଙ୍କୁ ଚିଠି କରିଛି ଆଇନ ବିଭାଗ। ଏହି ନୂଆ କୋର୍ଟ ୨୩ଟି ଜିଲାରେ ସ୍ଥାପନ ହେବ। ସବୁଠୁ ଅଧିକ ମୟୂରଭଞ୍ଜ ଜିଲାରେ ୧୩ଟି କୋର୍ଟ ସ୍ଥାପନ ହେବାକୁ ଥିବାବେଳେ ପୁରୀ ଓ ଖୋର୍ଦ୍ଧା ଜିଲ୍ଲାରେ ଦୁଇଟି ଲେଖାଏଁ […]

୮୪୦ ନୂଆ ପଦବୀକୁ ରାଜ୍ୟ ସରକାରଙ୍କ ମଞ୍ଜୁରୀ
Samaya Live Picture
Published On

ଭୁବନେଶ୍ୱର:ରାଜ୍ୟରେ ୨୩ ଜିଲ୍ଲାରେ ୫୬ଟି ନୂଆ କୋର୍ଟକୁ ଅନୁମୋଦନ। ଏଥି ପାଇଁ ୮୪୦ ଟି ନୂଆ ପଦବୀକୁ ମଜୁରୀ ମିଳିଛି। ଗେଜେଟେଡ ଓ ଅଣଗେଜେଟେଡ୍‌ ବର୍ଗର ୮୪୦ ନୂଆ ପଦବୀକୁ ମଞ୍ଜୁରୀ କରିଛନ୍ତି ରାଜ୍ୟ ସରକାର। ଏନେଇ ଆକାଉଣ୍ଟାଣ୍ଟ ଜେନେରାଲଙ୍କୁ ଚିଠି କରିଛି ଆଇନ ବିଭାଗ।

ଏହି ନୂଆ କୋର୍ଟ ୨୩ଟି ଜିଲାରେ ସ୍ଥାପନ ହେବ। ସବୁଠୁ ଅଧିକ ମୟୂରଭଞ୍ଜ ଜିଲାରେ ୧୩ଟି କୋର୍ଟ ସ୍ଥାପନ ହେବାକୁ ଥିବାବେଳେ ପୁରୀ ଓ ଖୋର୍ଦ୍ଧା ଜିଲ୍ଲାରେ ଦୁଇଟି ଲେଖାଏଁ ନୂଆ ଓଆଇଏସ୍‌ଏଫ୍‌ ବାଟାଲିୟନ ମଧ୍ୟ ସ୍ଥାପନ କରାଯିବ । ଦୁଇଟି ନୂଆ ବାଟାଲିୟନରେ ୧୯୪୪ କର୍ମଚାରୀ ନିଯୁକ୍ତି ପାଇବେ। ୨ ଜଣ କମାଣ୍ଡାଣ୍ଟ ଓ ୬ ଜଣ ଡେପୁଟି କମାଣ୍ଡାଣ୍ଟ ପଦବୀ ସୃଷ୍ଟି ହୋଇଛି। ଏଥିରେ ୨୫୬ ହାବିଲଦାର ଓ ୧୩୫୦ କନଷ୍ଟେବଳ ନିଯୁକ୍ତି ପାଇବେ। ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

Tags: