ଆଜି ରାଜ୍ୟ କ୍ୟାବିନେଟ ବୈଠକ
ଭୁବନେଶ୍ୱର : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ଅଧ୍ୟକ୍ଷତାରେ ବସିବ ରାଜ୍ୟ କ୍ୟାବିନେଟ ବୈଠକ। ଲୋକସେବା ଭବନରେ ସନ୍ଧ୍ୟା ୬ଟାରେ ଏହି ବୈଠକ ଅନୁଷ୍ଠିତ ହେବ I ଏଥିରେ ବହୁ ଗୁରୁତ୍ଵପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ବାଜିବ। ଖାଦ୍ୟ ଯୋଗାଣ,ଉଚ୍ଚଶିକ୍ଷା ଆଦି ବିଭାଗ ପ୍ରସ୍ତାବ ଉପରେ ମୋହର ଲାଗିବାର ସମ୍ଭାବନା ରହିଛି । ସେହିପରି ଶିଳ୍ପ, ମିଶନ ଶକ୍ତି ବିଭାଗର ପ୍ରସ୍ତାବ ଉପରେ ବି ଲାଗିପାରେ ମୋହର।

Tags: