ଫେବୃଆରୀ ପ୍ରଥମ ସପ୍ତାହରେ ଘୋଷଣା ହେବ ରାଜ୍ୟ ବିଜେପି ସଭାପତିଙ୍କା ନାଁ

ଭୁବନେଶ୍ୱର : ଫେବୃଆରୀ ପ୍ରଥମ ସପ୍ତାହରେ ହେଇପାରେ ବିଜେପି ରାଜ୍ୟ ସଭାପତିଙ୍କ ନାଁ ଘୋଷଣା । ରାଜ୍ୟ ନିର୍ବାଚନ ଅଧିକାରୀ ଓଡିଶା ଆସି ନୂଆ ବିଜେପି ସଭାପତିଙ୍କ ନାଁ ଘୋଷଣା କରିବେ। ଖୁବ୍‌ଶୀଘ୍ର ରାଜ୍ୟର ନିର୍ବାଚନ ପ୍ରକ୍ରିୟା ସରିବା ବୋଲି କନ୍ଧମାଳ ସାଂସଦ ତଥା ରାଜ୍ୟ ନିର୍ବାଚନ ସହ ପ୍ରଭାରୀ ସୁକାନ୍ତ ପାଣିଗ୍ରାହୀ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, ପୁଣି ଓଡ଼ିଶା ଆସିବେ ରାଜ୍ୟ ନିର୍ବାଚନ ଅଧିକାରୀ ସଞ୍ଜୟ ଜୈଶ୍ବାଲ । ରାଜ୍ୟ ନିର୍ବାଚନ […]

Samaya Live Picture
Published On

ଭୁବନେଶ୍ୱର : ଫେବୃଆରୀ ପ୍ରଥମ ସପ୍ତାହରେ ହେଇପାରେ ବିଜେପି ରାଜ୍ୟ ସଭାପତିଙ୍କ ନାଁ ଘୋଷଣା । ରାଜ୍ୟ ନିର୍ବାଚନ ଅଧିକାରୀ ଓଡିଶା ଆସି ନୂଆ ବିଜେପି ସଭାପତିଙ୍କ ନାଁ ଘୋଷଣା କରିବେ। ଖୁବ୍‌ଶୀଘ୍ର ରାଜ୍ୟର ନିର୍ବାଚନ ପ୍ରକ୍ରିୟା ସରିବା ବୋଲି କନ୍ଧମାଳ ସାଂସଦ ତଥା ରାଜ୍ୟ ନିର୍ବାଚନ ସହ ପ୍ରଭାରୀ ସୁକାନ୍ତ ପାଣିଗ୍ରାହୀ କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି, ପୁଣି ଓଡ଼ିଶା ଆସିବେ ରାଜ୍ୟ ନିର୍ବାଚନ ଅଧିକାରୀ ସଞ୍ଜୟ ଜୈଶ୍ବାଲ । ରାଜ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶା ଆସି ଆଲୋଚନା କରି ଯାଇଛନ୍ତି । ପୁଣି ଓଡ଼ିଶା ଆସିବେ । ଖୁବ୍‌ ଶୀଘ୍ର ବାକି ୧୪ ଜିଲ୍ଲାର ସଭାପତିଙ୍କ ନାଁ ଘୋଷଣା ହେବା ସହିତ ରାଜ୍ୟ ସଭାପତିଙ୍କ ନାଁ ମଧ୍ୟ ଘୋଷଣା ହେବବୋଲି ସୁକାନ୍ତ ପାଣିଗ୍ରାହୀ କହିଛନ୍ତି ।

Tags: