ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି ପାଇଁ ସ୍ୱତନ୍ତ୍ର ଗାଇଡଲାଇନ

ଭୁବନେଶ୍ବର : ଆସନ୍ତା ୨୦ତାରିଖରେ ସ୍କୁଲ ଖୋଲିବ । ସ୍କୁଲ ଖୋଲିବା ପରେ ପିଲାଙ୍କୁ ଦିଆଯିବ ମଧ୍ୟାହ୍ନ ଭୋଜନ । ତେବେ ରାଜ୍ୟରେ ବ୍ୟାପୁଥିବା ଡାଇରିଆକୁ ଦୃଷ୍ଟିରେ ରଖି ଡାଇରିଆ ପ୍ରବଣ ଅଞ୍ଚଳ ଗୁଡିକରେ ଥିବା ସ୍କୁଲ ଗୁଡିରେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି ପାଇଁ ସ୍ୱତନ୍ତ୍ର ଗାଇଡଲାଇନ ଦିଆଯିବ। ସ୍ୱଚ୍ଛତା ସହ ମଧ୍ୟାନ୍ନ ଭୋଜନ ପ୍ରସ୍ତୁତ କରିବାକୁ ସ୍କୁଲ ଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି। ରୋଷେଇ ସାମଗ୍ରୀ ଓ ରୋଷେଇ ଘର ପରିଷ୍କାର ରଖାଯିବ । SMC, ପ୍ରଧାନ […]

ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି ପାଇଁ ସ୍ୱତନ୍ତ୍ର ଗାଇଡଲାଇନ
Samaya Live Picture
Published On

ଭୁବନେଶ୍ବର : ଆସନ୍ତା ୨୦ତାରିଖରେ ସ୍କୁଲ ଖୋଲିବ । ସ୍କୁଲ ଖୋଲିବା ପରେ ପିଲାଙ୍କୁ ଦିଆଯିବ ମଧ୍ୟାହ୍ନ ଭୋଜନ । ତେବେ ରାଜ୍ୟରେ ବ୍ୟାପୁଥିବା ଡାଇରିଆକୁ ଦୃଷ୍ଟିରେ ରଖି ଡାଇରିଆ ପ୍ରବଣ ଅଞ୍ଚଳ ଗୁଡିକରେ ଥିବା ସ୍କୁଲ ଗୁଡିରେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି ପାଇଁ ସ୍ୱତନ୍ତ୍ର ଗାଇଡଲାଇନ ଦିଆଯିବ। ସ୍ୱଚ୍ଛତା ସହ ମଧ୍ୟାନ୍ନ ଭୋଜନ ପ୍ରସ୍ତୁତ କରିବାକୁ ସ୍କୁଲ ଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି। ରୋଷେଇ ସାମଗ୍ରୀ ଓ ରୋଷେଇ ଘର ପରିଷ୍କାର ରଖାଯିବ । SMC, ପ୍ରଧାନ ଶିକ୍ଷକ, BEO, DEO, CRCC ମାନ ଯାଞ୍ଚ କରିବେ, ଯେପରି ସ୍ୱଚ୍ଛ ପରିବେଶରେ ସୁସ୍ଥକର ଖାଦ୍ୟ ଦିଆଯିବ ଏହାକୁ ଦୃଷ୍ଟିରେ ରଖାଯିବ ।

Tags: