ବିଜେଡି ଛାଡି କଂଗ୍ରେସରେ ଯୋଗ ଦେଲେ ସିପ୍ରା ମଲ୍ଲିକ
ଭୁବନେଶ୍ୱର : ବିଜେଡି ଛାଡି କଂଗ୍ରେସରେ ମିଶିଲେ ସିପ୍ରା ମଲ୍ଲିକ । ଗୁୁରୁବାର ଦିନ ଶଙ୍ଖ ଛାଡି ହାତ ଧରିଛନ୍ତି କେନ୍ଦ୍ରାପଡ଼ାର ପୂର୍ବତନ ବିଧାୟିକା ସିପ୍ରା ମଲ୍ଲିକ I ପୂର୍ବତନ ପିସିିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ଉପସ୍ଥିତିରେ ସିପ୍ରା କଂଗ୍ରେସ ଦଳରେ ବିଧିବଦ୍ଧ ଭାବେ ସାମିଲ ହେଇଛନ୍ତି । ତେବେ କଂଗ୍ରେସରେ ଯୋଗ ଦେବା ପରେ ସିପ୍ରା କହିଛନ୍ତି, ଏହା ତାଙ୍କ ପାଇଁ ଏକ ବଡ ଦିନ । କଂଗ୍ରେସ ଦଳରେ ଏହା ତାଙ୍କର ନୂତନ ଆରମ୍ଭ, […]
ଭୁବନେଶ୍ୱର : ବିଜେଡି ଛାଡି କଂଗ୍ରେସରେ ମିଶିଲେ ସିପ୍ରା ମଲ୍ଲିକ । ଗୁୁରୁବାର ଦିନ ଶଙ୍ଖ ଛାଡି ହାତ ଧରିଛନ୍ତି କେନ୍ଦ୍ରାପଡ଼ାର ପୂର୍ବତନ ବିଧାୟିକା ସିପ୍ରା ମଲ୍ଲିକ I ପୂର୍ବତନ ପିସିିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ଉପସ୍ଥିତିରେ ସିପ୍ରା କଂଗ୍ରେସ ଦଳରେ ବିଧିବଦ୍ଧ ଭାବେ ସାମିଲ ହେଇଛନ୍ତି । ତେବେ କଂଗ୍ରେସରେ ଯୋଗ ଦେବା ପରେ ସିପ୍ରା କହିଛନ୍ତି, ଏହା ତାଙ୍କ ପାଇଁ ଏକ ବଡ ଦିନ । କଂଗ୍ରେସ ଦଳରେ ଏହା ତାଙ୍କର ନୂତନ ଆରମ୍ଭ, ଏଥିପାଇଁ ସେ ଖୁସି ଥିବା କହିଛନ୍ତି ।
ସୂଚନାନୁସାରେ,ନିକଟରେ କଂଗ୍ରେସର ବରିଷ୍ଠ ନେତା ଗଣେଶ୍ୱର ବେହେରା ଦଳ ବଦଳ କରି ବିଜେଡିରେ ଯୋଗଦେବା ପରେ ସିପ୍ରାଙ୍କୁ ଏଥର ଟିକେଟ୍ ନି ମିଳିବା ନେଇ ଆଶଙ୍କା ଥିଲା। ତେବେ ଏଥର ଯଦି ଟିକେଟ ନ ମିଳେ ସିପ୍ରା ଦଳ ଛାଡିବା ନେଇ ଚର୍ଚ୍ଚା ହେଉଥିଲା I




