ଆସନ୍ତା କାଲି କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିବେ ସିଙ୍ଗାପୁର ରାଷ୍ଟ୍ରପତି
କୋଣାର୍କ:ଆସନ୍ତା କାଲି କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିବା ନିମନ୍ତେ ସିଙ୍ଗାପୁର ରାଷ୍ଟ୍ରପତି ଥର୍ମମନ ଶାନମୁଗରତ୍ନମ୍। ରାଷ୍ଟ୍ରପତି ଙ୍କ ଆଗମନକୁ ନେଇ ସୁରକ୍ଷା ଦୃଷ୍ଟି କୋଣରୁ କୋଣାର୍କ ର ସ୍ଥିତି ସମୀକ୍ଷା କଲେ ଡ଼ି ଆଇ ଜି ଅଖିଳେଶ୍ୱର ସିଂ ଆଇ ଜି ଅନୁପ ସାହୁ ସମେତ ପୁରି ଜିଲ୍ଲା ଜିଲ୍ଲା ପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଓ ପୁରୀ ଏସ ପି ବିନୀତ ଅଗ୍ରୱାଲ ଉପସ୍ଥିତ ରହିଥିଲେ। ସୁରକ୍ଷା ଦୃଷ୍ଟି ରୁ ଜଣେ ଏସ ପି,୨ […]
କୋଣାର୍କ:ଆସନ୍ତା କାଲି କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିବା ନିମନ୍ତେ ସିଙ୍ଗାପୁର ରାଷ୍ଟ୍ରପତି ଥର୍ମମନ ଶାନମୁଗରତ୍ନମ୍। ରାଷ୍ଟ୍ରପତି ଙ୍କ ଆଗମନକୁ ନେଇ ସୁରକ୍ଷା ଦୃଷ୍ଟି କୋଣରୁ କୋଣାର୍କ ର ସ୍ଥିତି ସମୀକ୍ଷା କଲେ ଡ଼ି ଆଇ ଜି ଅଖିଳେଶ୍ୱର ସିଂ ଆଇ ଜି ଅନୁପ ସାହୁ ସମେତ ପୁରି ଜିଲ୍ଲା ଜିଲ୍ଲା ପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଓ ପୁରୀ ଏସ ପି ବିନୀତ ଅଗ୍ରୱାଲ ଉପସ୍ଥିତ ରହିଥିଲେ। ସୁରକ୍ଷା ଦୃଷ୍ଟି ରୁ ଜଣେ ଏସ ପି,୨ ଆଡିସିନାଲ ଏସ ପି, ୨ଜଣ ଡ଼ି ଏସ ପି ୧୧ ଜଣ ଆଇ ଆଇ ସି ୩୦ ଜଣ ସବ ଇନିସ୍ପେକଟର ଓ ଏ ଏସ ଆଇ ୬ ପ୍ଲାଟୁନ ଫୋର୍ସ,୧ ପ୍ଲାଟୁନ ଟାକ୍ଟିକାଲ ଫୋର୍ସ ସମେତ ଏ ସୋ ଜି ସହିତ ବମ ଡ଼ିଶିପୋଜାଲ ଟିମ୍ ଆଣ୍ଟି ଟେରିଷ୍ଟ ଟିମ୍ ଡ଼ଗ ଉପସ୍ଥିତ ରହିବେ।




