ଓଡିଶା ଆସିବେ ସିଙ୍ଗାପୁର ରାଷ୍ଟ୍ରପତି ଥର୍ମାନ ଶନମୁଗରତ୍ନମ

ଭୁବନେଶ୍ୱର: ସିଙ୍ଗାପୁର ରାଷ୍ଟ୍ରପତି ଥର୍ମାନ ଶନମୁଗରତ୍ନମ ଜାନୁଆରୀ ୧୫ ତାରିଖରେ ଭାରତ ଆସୁଛନ୍ତି। ତେବେ ଏହାରି ମଧ୍ୟରେ ସେ ୧୮ ଓ ୧୯ ତାରିଖରେ ଓଡ଼ିଶା ଆସିବେ ବୋଲି ସୂଚନା ମିଳିଛି । ଭାରତ-ସିଙ୍ଗାପୁର ୬୦ ବର୍ଷର କୂଟନୈତିକ ପୂର୍ତ୍ତି ପାଇଁ ସେ ଭାରତ ଆସୁଛନ୍ତି। ଭାରତ ଆସିବା ପରେ ସେ ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବେ। ସିଙ୍ଗାପୁର ରାଷ୍ଟ୍ରପତିଙ୍କ ଭାରତ ଗସ୍ତକୁ ନେଇ ପଟ୍ରୋ କେମିକାଲ୍ସ, ଗ୍ରୀନ୍ ଏନର୍ଜି ଆଦି କ୍ଷେତ୍ରରେ ବୁଝାମଣା ସମ୍ଭାବନା […]

Samaya Live Picture
Published On

ଭୁବନେଶ୍ୱର: ସିଙ୍ଗାପୁର ରାଷ୍ଟ୍ରପତି ଥର୍ମାନ ଶନମୁଗରତ୍ନମ ଜାନୁଆରୀ ୧୫ ତାରିଖରେ ଭାରତ ଆସୁଛନ୍ତି। ତେବେ ଏହାରି ମଧ୍ୟରେ ସେ ୧୮ ଓ ୧୯ ତାରିଖରେ ଓଡ଼ିଶା ଆସିବେ ବୋଲି ସୂଚନା ମିଳିଛି । ଭାରତ-ସିଙ୍ଗାପୁର ୬୦ ବର୍ଷର କୂଟନୈତିକ ପୂର୍ତ୍ତି ପାଇଁ ସେ ଭାରତ ଆସୁଛନ୍ତି। ଭାରତ ଆସିବା ପରେ ସେ ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବେ। ସିଙ୍ଗାପୁର ରାଷ୍ଟ୍ରପତିଙ୍କ ଭାରତ ଗସ୍ତକୁ ନେଇ ପଟ୍ରୋ କେମିକାଲ୍ସ, ଗ୍ରୀନ୍ ଏନର୍ଜି ଆଦି କ୍ଷେତ୍ରରେ ବୁଝାମଣା ସମ୍ଭାବନା ରହିଛି। ଜାନୁଆରୀ ୨୮, ୨୯ ଉତ୍କର୍ଷ ଓଡ଼ିଶାର ପାର୍ଟନର ରହିଛି ସିଙ୍ଗାପୁର।

Tags: