ଶ୍ରଦ୍ଧା ମୋର ଫିଜିଓଥେରାପିଷ୍ଟ -ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ବିରୋଧୀଙ୍କ ‘ଶ୍ରଦ୍ଧା’ ପ୍ରସଙ୍ଗରେ ମୁହଁ ଖୋଲିଲେ ମୁଖ୍ୟମନ୍ତ୍ରୀ I ଗୃହରେ ବିବୃତି ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବସ୍ପାସତ କରିଛନ୍ତି ଶ୍ରଦ୍ଧା ମୋ’ ଫିଜିଓଥେରାପିଷ୍ଟ । ମୋ’ ସ୍ବାସ୍ଥ୍ୟବସ୍ଥା ଦେଖି ଭଉଣୀ ଦିବଂଗତ ଗୀତା ମେହେଟ୍ଟା ଶ୍ରଦ୍ଧାକୁ ପଠାଇଥିଲେ। ମୋର ଫିଟନେସ ପାଇଁ ଭଉଣୀ ପଠାଇଥିଲେ। ସରକାରୀ କ୍ବାର୍ଟରରେ ଶ୍ରଦ୍ଧା ନ ଥିଲେ। ସରକାରୀ ବିଲ୍‌ରେ ବାହାରକୁ ଶ୍ରଦ୍ଧା ଯାଇ ନାହାନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଶ୍ରଦ୍ଧାକୁ ନେଇ ବିଜେପି ରାଜ୍ୟ ସରକାରଙ୍କୁ […]

Samaya Live Picture
Published On

ଭୁବନେଶ୍ୱର : ବିରୋଧୀଙ୍କ ‘ଶ୍ରଦ୍ଧା’ ପ୍ରସଙ୍ଗରେ ମୁହଁ ଖୋଲିଲେ ମୁଖ୍ୟମନ୍ତ୍ରୀ I ଗୃହରେ ବିବୃତି ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବସ୍ପାସତ କରିଛନ୍ତି ଶ୍ରଦ୍ଧା ମୋ’ ଫିଜିଓଥେରାପିଷ୍ଟ । ମୋ’ ସ୍ବାସ୍ଥ୍ୟବସ୍ଥା ଦେଖି ଭଉଣୀ ଦିବଂଗତ ଗୀତା ମେହେଟ୍ଟା ଶ୍ରଦ୍ଧାକୁ ପଠାଇଥିଲେ। ମୋର ଫିଟନେସ ପାଇଁ ଭଉଣୀ ପଠାଇଥିଲେ। ସରକାରୀ କ୍ବାର୍ଟରରେ ଶ୍ରଦ୍ଧା ନ ଥିଲେ। ସରକାରୀ ବିଲ୍‌ରେ ବାହାରକୁ ଶ୍ରଦ୍ଧା ଯାଇ ନାହାନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଶ୍ରଦ୍ଧାକୁ ନେଇ ବିଜେପି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲା। ମଙ୍ଗଳବାର ବିଧାନସଭା ମୌସୁମୀ ଅଧିବେଶନର ଶେଷଦିନରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଗୃହରେ ଉତ୍ତର ରଖିଛନ୍ତି ।

Tags: