ବାଟ ମଙ୍ଗଳା ନିକଟରେ ସିରିଜ ଦୁର୍ଘଟଣା ,୬ ଜଣ ହସ୍ପିଟାଲରେ ଭର୍ତି

ପୁରୀ : ବାଟ ମଙ୍ଗଳା ନିକଟରେ ସିରିଜ ଦୁର୍ଘଟଣା I ଟାଟା ଏସି ଗାଡି ମାଡି ଯିବାରୁ ୬ ଜଣ ଗୁରୁତର ହୋଇଛନ୍ତି I ଏମାନଙ୍କ ମଧ୍ୟରୁ ୫ ଜଣ ପୁରୁଷ ଥିବାବେଳେ ଜଣେ ମହିଳା ଅଛନ୍ତି Iସମସ୍ତ ଗୁରୁତରଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ପୁରୀ ମେଡିକାଲରେ ଭର୍ତି କରାଯାଇଛି I ଦୁର୍ଘଟଣାର ଖବର ପାଇ ପୁରୀ ସଦର ଥାନା ପୋଲିସ ପହଂଚି ଅନୁସନ୍ଧାନ ଜାରି ରଖିଛି I ତେବେ ଟାଟା ଏସି ଗାଡି ଚାଳକ ନିଶାସକ୍ତ […]

Samaya Live Picture
Published On

ପୁରୀ : ବାଟ ମଙ୍ଗଳା ନିକଟରେ ସିରିଜ ଦୁର୍ଘଟଣା I ଟାଟା ଏସି ଗାଡି ମାଡି ଯିବାରୁ ୬ ଜଣ ଗୁରୁତର ହୋଇଛନ୍ତି I ଏମାନଙ୍କ ମଧ୍ୟରୁ ୫ ଜଣ ପୁରୁଷ ଥିବାବେଳେ ଜଣେ ମହିଳା ଅଛନ୍ତି Iସମସ୍ତ ଗୁରୁତରଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ପୁରୀ ମେଡିକାଲରେ ଭର୍ତି କରାଯାଇଛି I ଦୁର୍ଘଟଣାର ଖବର ପାଇ ପୁରୀ ସଦର ଥାନା ପୋଲିସ ପହଂଚି ଅନୁସନ୍ଧାନ ଜାରି ରଖିଛି I ତେବେ ଟାଟା ଏସି ଗାଡି ଚାଳକ ନିଶାସକ୍ତ ଅବସ୍ଥାରେ ଗାଡି ଚଳାଉଥିବାରୁ ଏହି ଦୁର୍ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି I ପୋଲିସ ଟାଟା ଏସି ଗାଡି ସହ ଚାଳକକୁ ଥାନାକୁ ନେଇ ପଚରା ଉଚରା ଜାରି ରଖିଛି I

Tags: