ଜଙ୍ଗଲରେ ବିସ୍ଫୋରଣ ଘଟି ସୁରକ୍ଷାକର୍ମୀ ଗୁରୁତର

ରାଉରକେଲା : ସରଣ୍ଡା ଜଙ୍ଗଲରେ ଆଇଡି ବିସ୍ଫୋରଣ । ଜଙ୍ଗଲରେ ସର୍ଚ୍ଚ ଅପରେସନ୍ ବେଳେ ଆଇଡି ବିସ୍ଫୋରଣ ଘଟି ଜଣେ ଯବାନ ଗୁରୁତର ଭାବରେ ଆହତ ହୋଇଛନ୍ତି । ଝାଡ଼ଖଣ୍ଡ ଜାଗୁଆରରେ ଯବାନ ମନୋଜ ଦମାଇ । ସେ ସରଣ୍ଡା ଜଙ୍ଗଲରେ ମାଓ ଦମନରେ ନିୟୋଜିତ ଥିଲେ । ଛୋଟନାଗରା ଥାନା ଅନ୍ତର୍ଗତ ବାବୁଡରା ନିକଟ ସରଣ୍ଡା ଜଙ୍ଗଲରେ ଏହି ବିସ୍ପୋରଣ ହୋଇଛି । ଗୁରୁତର ଯବାନଙ୍କୁ ରାଞ୍ଚି ଏୟାର ଲିଫ୍ଟ କରାଯାଉଛି । ଗତକାଲି ଝାଡ଼ଖଣ୍ଡ […]

ଜଙ୍ଗଲରେ ବିସ୍ଫୋରଣ ଘଟି ସୁରକ୍ଷାକର୍ମୀ ଗୁରୁତର
Samaya Live Picture
Published On

ରାଉରକେଲା : ସରଣ୍ଡା ଜଙ୍ଗଲରେ ଆଇଡି ବିସ୍ଫୋରଣ । ଜଙ୍ଗଲରେ ସର୍ଚ୍ଚ ଅପରେସନ୍ ବେଳେ ଆଇଡି ବିସ୍ଫୋରଣ ଘଟି ଜଣେ ଯବାନ ଗୁରୁତର ଭାବରେ ଆହତ ହୋଇଛନ୍ତି । ଝାଡ଼ଖଣ୍ଡ ଜାଗୁଆରରେ ଯବାନ ମନୋଜ ଦମାଇ । ସେ ସରଣ୍ଡା ଜଙ୍ଗଲରେ ମାଓ ଦମନରେ ନିୟୋଜିତ ଥିଲେ ।

ଛୋଟନାଗରା ଥାନା ଅନ୍ତର୍ଗତ ବାବୁଡରା ନିକଟ ସରଣ୍ଡା ଜଙ୍ଗଲରେ ଏହି ବିସ୍ପୋରଣ ହୋଇଛି । ଗୁରୁତର ଯବାନଙ୍କୁ ରାଞ୍ଚି ଏୟାର ଲିଫ୍ଟ କରାଯାଉଛି । ଗତକାଲି ଝାଡ଼ଖଣ୍ଡ ଯାଗୁଆର୍ ଓ ସିଆରପିଏଫ୍ ୬୦ ବାଟାଲିୟନ ଯବାନ ମାନେ ମିଳିତ ଅପରେସନ କରି ସରଣ୍ଡା ଜଙ୍ଗଲରୁ ୧୮ ହଜାର ଡିଟୋନେଟର୍ ଜବତ କରିଥିଲେ ।

Tags: