ମାର୍ଚ୍ଚ ୩୧ ତାରିଖ ଯାଏଁ ସବୁ ସ୍କୁଲ ଛୁଟି

ସମୟ ଲାଇଭ,୧୪/୩: ମାର୍ଚ୍ଚ ୩୧ ଯାଏଁ ରାର୍ଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ ବୋଳି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଣୋ କରିଛନ୍ତି। ଦୋରେ କୋରୋନା ଭାଇରସ୍‍ କାୟା ମେଲୁଥିବା ବେଳେ ସଂକ୍ରମଣ ଜନିତ ସମସ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟସରକାର ଏପରି ନିଷ୍ପତ୍ତି ନେଇଛନ୍ତି। ତେବେ ଯେଉଁ ସ୍କୁଲଗୁଡ଼ିକରେ ପରୀକ୍ଷା ଚାଲୁଅଛି ସେହି ସ୍କୁଲ ଗୁଡ଼ିକୁ ବନ୍ଦ କରାଯିବ ନାହିଁ ବୋଲି ସୂଚନା ପ୍ରକାଶ ପାଇଛି। ତେବେ ରାଜ୍ୟର ସମସ୍ତ ସିନେମା ହଲ୍‍ ଓ ସ୍ୱିମିଙ୍ଗ୍‍ ପୁଲ୍‍ ମଧ୍ୟ […]

Samaya Live Picture
Published On

ସମୟ ଲାଇଭ,୧୪/୩: ମାର୍ଚ୍ଚ ୩୧ ଯାଏଁ ରାର୍ଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ ବୋଳି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଣୋ କରିଛନ୍ତି। ଦୋରେ କୋରୋନା ଭାଇରସ୍‍ କାୟା ମେଲୁଥିବା ବେଳେ ସଂକ୍ରମଣ ଜନିତ ସମସ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟସରକାର ଏପରି ନିଷ୍ପତ୍ତି ନେଇଛନ୍ତି। ତେବେ ଯେଉଁ ସ୍କୁଲଗୁଡ଼ିକରେ ପରୀକ୍ଷା ଚାଲୁଅଛି ସେହି ସ୍କୁଲ ଗୁଡ଼ିକୁ ବନ୍ଦ କରାଯିବ ନାହିଁ ବୋଲି ସୂଚନା ପ୍ରକାଶ ପାଇଛି।
ତେବେ ରାଜ୍ୟର ସମସ୍ତ ସିନେମା ହଲ୍‍ ଓ ସ୍ୱିମିଙ୍ଗ୍‍ ପୁଲ୍‍ ମଧ୍ୟ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି କୌଣସି ସେମିନାର, ୱାର୍କସପ୍‍ କିମ୍ବା ସମ୍ମିଳନୀର ଆୟୋଜନ ମଧ୍ୟ ନକରିବା ପାଇଁ କୁହାଯାଇଛି।
ଅନ୍ୟପଟେ କରୋନାକୁ ରାଜ୍ୟ ସରକାର ବିପର୍ଯ୍ୟୟ ଘୋଷଣା କରାଯାଇଥିବାବେଳେ ଏହାର ମୁକାବିଲା ପାଇଁ ୨୦୦କୋଟି ଟଙ୍କାର ପାଣ୍ଠି ଗଠନ କରାଯାଇଛି।

Tags: