ସ୍କୁଲ ବସ ଦୁର୍ଘଟଣାଗ୍ରସ୍ତ ,ଅଳ୍ପକେ ବର୍ତ୍ତୀଲେ ଛାତ୍ରଛାତ୍ରୀ

ରାଉରକେଲା : ସ୍କୁଲ ବସ ଦୁର୍ଘଟଣାଗ୍ରସ୍ତ । ଶୁକ୍ରବାର ସକାଳେ ରାଉରକେଲାରେ ଏକ ସ୍କୁଲ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି । ତେବେ ଏତିରେ ଅଳ୍ପକେ ବର୍ତ୍ତୀଛନ୍ତି ଛାତ୍ରଛାତ୍ରୀ । ସ୍କୁଲ ପିଲାଙ୍କୁ ନେଇ ଯାଉଥିବାବେଳେ ନିୟନ୍ତ୍ରଣ ହରାଇ ବସଟି ଏକ ଡିଭାଇଡର ଉପରେ ଚଢ଼ିଯିବାରୁ ଏହି ଦୁର୍ଘଟଣା ଘଟିଥିଲା । ଆଜି ସକାଳେ ବସ୍‌ଟି ୫୦ ଛାତ୍ରଛାତ୍ରୀଙ୍କୁ ନେଇ ସ୍କୁଲ ଯାଉଥିଲା। ସେକ୍ଟର-୩ ଥାନା ହାଉସ୍‌ ଛକ ନିକଟରେ ବସ୍‌ଟି ଏକ କାରକୁ ଧକ୍କା ଦେଇ ଭାରସାମ୍ୟ […]

Samaya Live Picture
Published On

ରାଉରକେଲା : ସ୍କୁଲ ବସ ଦୁର୍ଘଟଣାଗ୍ରସ୍ତ । ଶୁକ୍ରବାର ସକାଳେ ରାଉରକେଲାରେ ଏକ ସ୍କୁଲ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି । ତେବେ ଏତିରେ ଅଳ୍ପକେ ବର୍ତ୍ତୀଛନ୍ତି ଛାତ୍ରଛାତ୍ରୀ । ସ୍କୁଲ ପିଲାଙ୍କୁ ନେଇ ଯାଉଥିବାବେଳେ ନିୟନ୍ତ୍ରଣ ହରାଇ ବସଟି ଏକ ଡିଭାଇଡର ଉପରେ ଚଢ଼ିଯିବାରୁ ଏହି ଦୁର୍ଘଟଣା ଘଟିଥିଲା ।

ଆଜି ସକାଳେ ବସ୍‌ଟି ୫୦ ଛାତ୍ରଛାତ୍ରୀଙ୍କୁ ନେଇ ସ୍କୁଲ ଯାଉଥିଲା। ସେକ୍ଟର-୩ ଥାନା ହାଉସ୍‌ ଛକ ନିକଟରେ ବସ୍‌ଟି ଏକ କାରକୁ ଧକ୍କା ଦେଇ ଭାରସାମ୍ୟ ହରାଇ ଡିଭାଇଡରରେ ଚଢ଼ିଯାଇଥିଲା। ଫଳରେ ବସ୍‌ର ସମ୍ମୁଖ ଭାଗ ଭାଙ୍ଗି ଯାଇଥିବାବେଳେ ସମସ୍ତ ଛାତ୍ରୀଛାତ୍ର ସୁରକ୍ଷିତ ଥିବା ଜଣାପଡ଼ିଛି।

Tags: