ଏସସିବି ଏମ୍ସ ପ୍ଲସ ନିର୍ମାଣାଧୀନ କ୍ୟାମ୍ପସରୁ ଶ୍ରମିକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

କଟକ : ଏସସିବି ଏମ୍ସ ପ୍ଲସ ନିର୍ମାଣାଧୀନ କ୍ୟାମ୍ପସରେ ଶ୍ରମିକଙ୍କ ଆତ୍ମହତ୍ୟା । ନିର୍ମାଣାଧୀନ କୋଠାରେ ଝୁଲନ୍ତା ଅବସ୍ଥାରେ ଶ୍ରମିକଙ୍କ ମୃତଦେହ ଉଦ୍ଧାର କରାଯାଇଛି I ମୃତ ଶ୍ରମିକ ଜଣଙ୍କ ଢେଙ୍କାନାଳ ଅଂଚଳର କ୍ଷୀରୋଦ ଚନ୍ଦ୍ର ମହାନ୍ତି I ସେ ଏଠାରେ ଏକ ଠିକା ସଂସ୍ଥାରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। କେଉଁ କାରଣରୁ ସେ ଆତ୍ମହତ୍ୟା କରିଛନ୍ତି ତାହା ସ୍ପଷ୍ଟ ହୋଇନାହିଁ। ଘଟଣାସ୍ଥଳରେ ମଙ୍ଗଳାବାଗ ଥାନା ପୁଲିସ ପହଁଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ […]

Samaya Live Picture
Published On

କଟକ : ଏସସିବି ଏମ୍ସ ପ୍ଲସ ନିର୍ମାଣାଧୀନ କ୍ୟାମ୍ପସରେ ଶ୍ରମିକଙ୍କ ଆତ୍ମହତ୍ୟା । ନିର୍ମାଣାଧୀନ କୋଠାରେ ଝୁଲନ୍ତା ଅବସ୍ଥାରେ ଶ୍ରମିକଙ୍କ ମୃତଦେହ ଉଦ୍ଧାର କରାଯାଇଛି I ମୃତ ଶ୍ରମିକ ଜଣଙ୍କ ଢେଙ୍କାନାଳ ଅଂଚଳର କ୍ଷୀରୋଦ ଚନ୍ଦ୍ର ମହାନ୍ତି I ସେ ଏଠାରେ ଏକ ଠିକା ସଂସ୍ଥାରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। କେଉଁ କାରଣରୁ ସେ ଆତ୍ମହତ୍ୟା କରିଛନ୍ତି ତାହା ସ୍ପଷ୍ଟ ହୋଇନାହିଁ। ଘଟଣାସ୍ଥଳରେ ମଙ୍ଗଳାବାଗ ଥାନା ପୁଲିସ ପହଁଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ କରୁଛି।

Tags: