ଆଜି ୩ ଘଣ୍ଟା ପାଇଁ ବନ୍ଦ ରହିବ ଏସବିଆଇ ଡିଜିଟାଲ ସର୍ଭିସ
ଭୁବନେଶ୍ୱର : ୩ ଘଣ୍ଟା ପାଇଁ ବନ୍ଦ ରହି SBI DIGITAL SERVICE । SBI ପକ୍ଷରୁ ଏନେଇ ସୂଚନା ଜାରି କରାଯାଇଛି । ଆଜି ଅପରାହ୍ନ ୧ଟା ରୁ ୪ ଟା ପର୍ଯ୍ୟନ୍ତ ସେବା ବନ୍ଦ ରହିବ । ବାର୍ଷିକ ସମାପନ କାର୍ଯ୍ୟକ୍ରମ ପାଇଁ ବନ୍ଦ ରହିବ DIGITAL ସେବା । ଏହି ସମୟରେ UPI LITE ଏବଂ ATM ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି । UPI Lite ହେଉଛି NPCI ଦ୍ୱାରା ଛୋଟ […]
ଭୁବନେଶ୍ୱର : ୩ ଘଣ୍ଟା ପାଇଁ ବନ୍ଦ ରହି SBI DIGITAL SERVICE । SBI ପକ୍ଷରୁ ଏନେଇ ସୂଚନା ଜାରି କରାଯାଇଛି । ଆଜି ଅପରାହ୍ନ ୧ଟା ରୁ ୪ ଟା ପର୍ଯ୍ୟନ୍ତ ସେବା ବନ୍ଦ ରହିବ । ବାର୍ଷିକ ସମାପନ କାର୍ଯ୍ୟକ୍ରମ ପାଇଁ ବନ୍ଦ ରହିବ DIGITAL ସେବା । ଏହି ସମୟରେ UPI LITE ଏବଂ ATM ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି ।
UPI Lite ହେଉଛି NPCI ଦ୍ୱାରା ଛୋଟ କାରବାରକୁ ସହଜ ଏବଂ ଦ୍ରୁତ କରିବା ପାଇଁ ବିକଶିତ ଏକ ନୂତନ ଡିଜିଟାଲ୍ ପେମେଣ୍ଟ ସିଷ୍ଟମ । ବିଶେଷ କଥା ହେଉଛି ଏହା ୟୁନିଫାଏଡ୍ ପେମେଣ୍ଟ୍ ଇଣ୍ଟରଫେସ୍ (UPI)ର ଏକ ଲାଇଟ ଭର୍ସନ । ଏହା ସାହାଯ୍ୟରେ, ଇଣ୍ଟରନେଟ୍ ସଂଯୋଗ ବିନା ମଧ୍ୟ ପେମେଣ୍ଟ କରାଯାଇପାରିବ ।




