ଶନିବାର ମହରମ ଛୁଟି ଘୋଷଣା
ଭୁବନେଶ୍ୱର : ଜୁଲାଇ ୨୮ ପରିବର୍ତ୍ତେ ଜୁଲାଇ ୨୯ ତାରିଖ (ଶନିବାର)କୁ ମହରମ ଛୁଟି ଦିବସ ଘୋଷଣା କରିଛନ୍ତି ସରକାର I ମୁସଲମାନ ସଂପ୍ରଦାୟର ବଳିଦାନ ପର୍ବ ହେଉଛି ମହରମ । ଏହି ଅବସରରେ ମହରମ ଛୁଟି ନେଇ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ଅବସରରେ ଜୁଲଇ ୨୯ ତାରିଖ ଅର୍ଥାତ ଶନିବାର ଦିନ ସମସ୍ତ ସ୍କୁଲ, କଲେଜ ଓ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ ।

Tags: