ବିଦେଶ ଗସ୍ତରୁ ଫେରି ମୁହଁ ଖୋଲି ନାହାନ୍ତି ସସ୍ମିତ

ଭୁବନେଶ୍ୱର : ସସ୍ମିତ ପାତ୍ରଙ୍କ ବିବେକାନୁମୋଦିତ ୱାକଫ ବିଲ ଭୋଟିଂ କୁ ନେଇ ଜୋର ଧରିଛି ବିଜେଡି ବୟାନ ବାଜି । ସରିଲାଣି ୩ ଟି ରୁଦ୍ଧଦ୍ବାର ବୈଠକ । ତେବେ ଭୋଟିଂ ପରେ ବିଦେଶ ଗସ୍ତରେ ଯାଇଥିବା ବିଜେଡି ସାଂସଦ ସସ୍ମିତ ପାତ୍ର ନୂଆଦିଲ୍ଲୀ ଫେରି ଚୁପ ରହିଛନ୍ତି । ଗଣମାଧ୍ୟମ ଆଗରେ ଦେଇନାହାନ୍ତି କୌଣସି ପ୍ରତିକ୍ରିୟା । ଦଳ ଏନେଇ ସ୍ପଟିକରଣ ଦେବ ବୋଲି କହିଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ୱାକଫ ବିଲ […]

ବିଦେଶ ଗସ୍ତରୁ ଫେରି ମୁହଁ ଖୋଲି ନାହାନ୍ତି ସସ୍ମିତ
Samaya Live Picture
Published On

ଭୁବନେଶ୍ୱର : ସସ୍ମିତ ପାତ୍ରଙ୍କ ବିବେକାନୁମୋଦିତ ୱାକଫ ବିଲ ଭୋଟିଂ କୁ ନେଇ ଜୋର ଧରିଛି ବିଜେଡି ବୟାନ ବାଜି । ସରିଲାଣି ୩ ଟି ରୁଦ୍ଧଦ୍ବାର ବୈଠକ । ତେବେ ଭୋଟିଂ ପରେ ବିଦେଶ ଗସ୍ତରେ ଯାଇଥିବା ବିଜେଡି ସାଂସଦ ସସ୍ମିତ ପାତ୍ର ନୂଆଦିଲ୍ଲୀ ଫେରି ଚୁପ ରହିଛନ୍ତି । ଗଣମାଧ୍ୟମ ଆଗରେ ଦେଇନାହାନ୍ତି କୌଣସି ପ୍ରତିକ୍ରିୟା । ଦଳ ଏନେଇ ସ୍ପଟିକରଣ ଦେବ ବୋଲି କହିଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ୱାକଫ ବିଲ ଭୋଟିଂ କୁ ନେଇ କୌଣସ ନିଷ୍ପତି ନେଇନାହାନ୍ତି ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ।

 

Tags: