ସ୍ୟାଣ୍ଡ ଆନିମେସନ କହୁଛି ଘରୁ ବାହାରନା

  ସମୟ ଲାଇଭ,25/3(ଦୁର୍ଗାପ୍ରସାଦ ମହାପାତ୍ର):ସାରା ଦେଶ ତଥା ଆମ ରାଜ୍ୟରେ ଲୋକ ମାନେ ସରକାର ଙ୍କ ଲକ ଡାଉନ କୁ ନମାନି ରାସ୍ତା ରେ ବୁଲୁଛନ୍ତି। ଫଳରେ କରୋନା ଧୀରେ ଧୀରେ କାୟା ବିସ୍ତାର କରିବାର ଆଶଙ୍କା ରହିଛି। ତେବେ ଏହି ସମୟ ରେ ଲୋକ ମାନେ ଘରୁ ନ ବାହାରି ଘରେ ରହିବାକୁ ବାଲୁକା ଶିଳ୍ପୀ ମାନସ ସାହୁ ସାରା ଦେଶ ବାସୀ ଙ୍କୁ ଅନୁରୋଧ କରିଛନ୍ତି। ଏହି ପ୍ରସଙ୍ଗ କୁ ନେଇ ଏକ ସ୍ୟାଣ୍ଡ […]

Samaya Live Picture
Published On

 

ସମୟ ଲାଇଭ,25/3(ଦୁର୍ଗାପ୍ରସାଦ ମହାପାତ୍ର):ସାରା ଦେଶ ତଥା ଆମ ରାଜ୍ୟରେ ଲୋକ ମାନେ ସରକାର ଙ୍କ ଲକ ଡାଉନ କୁ ନମାନି ରାସ୍ତା ରେ ବୁଲୁଛନ୍ତି। ଫଳରେ କରୋନା ଧୀରେ ଧୀରେ କାୟା ବିସ୍ତାର କରିବାର ଆଶଙ୍କା ରହିଛି। ତେବେ ଏହି ସମୟ ରେ ଲୋକ ମାନେ ଘରୁ ନ ବାହାରି ଘରେ ରହିବାକୁ ବାଲୁକା ଶିଳ୍ପୀ ମାନସ ସାହୁ ସାରା ଦେଶ ବାସୀ ଙ୍କୁ ଅନୁରୋଧ କରିଛନ୍ତି। ଏହି ପ୍ରସଙ୍ଗ କୁ ନେଇ ଏକ ସ୍ୟାଣ୍ଡ ଆନିମେଶନ କରିବା ସହ ଏହି ବାର୍ତା ମାନସ ସାହୁ ଲୋକ ଙ୍କୁ ଦେଇ ଛନ୍ତି।ଭାରତ ରେ ଧୀରେ ଧୀରେ କାୟା ବିସ୍ତାର କରୁଛି କରୋନା ଭାଇ ରସ। ସଂକ୍ରମଣ ସଂଖା ବଢ଼ି ବାରେ ଲାଗିଛି। ଏପରିକି କେନ୍ଦ୍ର ଓ ରାଜ୍ୟ ସରକାର ସାରା ଦେଶରେ ଲକ ଡାଉନ ଘୋଷଣା କରିଛନ୍ତି। ଘରେ ଲୋକ ମାନେ ରହି ନିଜ ପରିବାର କୁ କରୋନା କବଳରୁ ରକ୍ଷା ନେଇ ଅନୁରୋଧ କରୁଛନ୍ତି।

Tags: