୫ କିଲୋ ବଢିବ ରାସନ କାର୍ଡ ହିତାଧିକାରୀଙ୍କ ଚାଉଳ – ମନ୍ତ୍ରୀ

ଭୁବନେଶ୍ୱର : ରାସନକାର୍ଡ ହିତାଧିକାରୀଙ୍କ ପାଇଁ ଖୁସି ଖବର । ଚାଉଳ ପରିମାଣ ବଢ଼ାଇବେ ରାଜ୍ୟ ସରକାର । ଅଧିକା ୫ କିଲୋ ଚାଉଳ ବଢାଯିବା ନେଇ ସୂଚନା ଦେଇଛନ୍ତି ଖାଉଟି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ସେ କହିଛନ୍ତି ଏନେଇ ଚିନ୍ତା କରାଯାଉଛି କିନ୍ତୁ ଚୂଡାନ୍ତ ନିଷ୍ପତ୍ତି ହୋଇନି । ମୁଖ୍ୟମନ୍ତ୍ରୀଙ୍କ ପାଖକୁ ପ୍ରସ୍ତାବିତ ଫାଇଲ ଯିବା ପରେ ସେ ନିଷ୍ପତି ନେବେ । ସମସ୍ତ ୩ କୋଟି ୨୫ ଲକ୍ଷ ହିତାଧିକାରୀଙ୍କୁ ଚାଉଳ […]

୫ କିଲୋ ବଢିବ ରାସନ କାର୍ଡ ହିତାଧିକାରୀଙ୍କ ଚାଉଳ – ମନ୍ତ୍ରୀ
Samaya Live Picture
Published On

ଭୁବନେଶ୍ୱର : ରାସନକାର୍ଡ ହିତାଧିକାରୀଙ୍କ ପାଇଁ ଖୁସି ଖବର । ଚାଉଳ ପରିମାଣ ବଢ଼ାଇବେ ରାଜ୍ୟ ସରକାର । ଅଧିକା ୫ କିଲୋ ଚାଉଳ ବଢାଯିବା ନେଇ ସୂଚନା ଦେଇଛନ୍ତି ଖାଉଟି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ସେ କହିଛନ୍ତି ଏନେଇ ଚିନ୍ତା କରାଯାଉଛି କିନ୍ତୁ ଚୂଡାନ୍ତ ନିଷ୍ପତ୍ତି ହୋଇନି । ମୁଖ୍ୟମନ୍ତ୍ରୀଙ୍କ ପାଖକୁ ପ୍ରସ୍ତାବିତ ଫାଇଲ ଯିବା ପରେ ସେ ନିଷ୍ପତି ନେବେ । ସମସ୍ତ ୩ କୋଟି ୨୫ ଲକ୍ଷ ହିତାଧିକାରୀଙ୍କୁ ଚାଉଳ ଦିଆଯିବାକୁ ଚିନ୍ତା କରାଯାଉଛି। ଆମେ ଚାହୁଁଛୁ ଗରିବ ଲୋକମାନେ ଅଧିକ ଚାଉଳ ପାଆନ୍ତୁ। ରାଜ୍ୟ ସରକାର ନିଜସ୍ଵ ଖର୍ଚ୍ଚରେ ଅଧିକ ଚାଉଳ ଦେବାକୁ ଚିନ୍ତା କରୁଛନ୍ତି।

Tags: