ଜେଡ ଉପରେ ରେଡ
ଭୁବନେଶ୍ୱର : ବିଲଡର ସଂସ୍ଥା ‘ଜେଡ’ ଉପରେ ରେଡ କରୁଛି ଇଡି । ଏକକାଳୀନ ୧୧ ଟି ସ୍ଥାନରେ ରେଡ କରୁଛି ପ୍ରବର୍ତ୍ତନ ନିର୍ଦେଶାଳୟ । ଜେଡ ବିଲଡର ନିର୍ଦେଶକଙ୍କ ଘରେ ମଧ୍ୟ ରେଡ ଚାଲିଛି । ବୈଦେଶିକ ମୁଦ୍ରା ବିନିମୟ ଅଭିଯୋଗରେ ରେଡ କରାଯାଉଛି । ଏନେଇ ‘ଜେଡ’ କର୍ତ୍ତୃପକ୍ଷଙ୍କ ଠାରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ । ତେବେ ବର୍ତ୍ତମାନ ସୁଦ୍ଧା ଏସମ୍ପର୍କରେ ପ୍ରବର୍ତ୍ତନ ନିର୍ଦେଶାଳୟ ପକ୍ଷରୁ ସମ୍ପୂର୍ଣ୍ଣ ତଥ୍ୟ ପ୍ରକାଶ କରାଯାଇନାହିଁ ।

Tags: