ଜୁଲାଇ ୮ ରେ ଖୋଲିବ ରତ୍ନ ଭଣ୍ଡାର

ଭୁବନେଶ୍ୱର : ଜୁଲାଇ ୮ ରେ ଖୋଲିବ ରତ୍ନ ଭଣ୍ଡାର I ରତ୍ନ ଭଣ୍ଡାର ବାହାର ପାର୍ଶ୍ୱ କାନ୍ଥରେ ଲେଜର ସ୍କାନିଂ କରାଯାଇଛି I ସ୍ଥିତି ଅନୁଧ୍ୟାନ ପରେ ରତ୍ନ ଭଣ୍ଡାର ମରାମତି କରାଯିବ I ଏନେଇ ସୂଚନା ଦେଇଛନ୍ତି ASI ସୁପରିଣ୍ଟେଣ୍ଡେଣ୍ଟ ଡ଼ି .ବି ଗଡ଼ନାୟକ ସୂଚନା ଦେଇଛନ୍ତି I

Samaya Live Picture
Published On

Tags: