ମହିଳା ଥାନାରେ ରାଣୀ ପଣ୍ଡା

ଭୁବନେଶ୍ୱର : ପ୍ରେମ-ପ୍ରତାରଣା ଅଭିଯୋଗ ଆଣି ମହିଳା ଥାନାରେ ହଜାର ହେଲେ ରାଣୀପଣ୍ଡା I ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା ବୟଫ୍ରେଣ୍ଡ ଙ୍କ ନାଁରେ ମହିଳା ଥାନାରେ ଏତଲା ଦେଇଛନ୍ତି I ୮ ବର୍ଷ ଲିଭ ଇନ ରେ ରହିବା ପରେ ବୟଫ୍ରେଣ୍ଡ ତାଙ୍କୁ ଧକ୍କା ଦେଇ ଅନ୍ୟତ୍ର ବିବାହ କରୁଥିବା ଏତଲାରେ ଦର୍ଶାଇଛନ୍ତି I ପ୍ରଲୋଭନ ଦେଖାଇ ବୟଫ୍ରେଣ୍ଡ ତାଙ୍କୁ ପ୍ରତାରଣା କରିଥିବା ଅଭିଯୋଗ ଆଣିଛନ୍ତି I ବୟଫ୍ରେଣ୍ଡଙ୍କ ସହ ଅନ୍ୟ ୩ ଜଣଙ୍କ ନାଁରେ […]

Samaya Live Picture
Published On

ଭୁବନେଶ୍ୱର : ପ୍ରେମ-ପ୍ରତାରଣା ଅଭିଯୋଗ ଆଣି ମହିଳା ଥାନାରେ ହଜାର ହେଲେ ରାଣୀପଣ୍ଡା I ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା ବୟଫ୍ରେଣ୍ଡ ଙ୍କ ନାଁରେ ମହିଳା ଥାନାରେ ଏତଲା ଦେଇଛନ୍ତି I ୮ ବର୍ଷ ଲିଭ ଇନ ରେ ରହିବା ପରେ ବୟଫ୍ରେଣ୍ଡ ତାଙ୍କୁ ଧକ୍କା ଦେଇ ଅନ୍ୟତ୍ର ବିବାହ କରୁଥିବା ଏତଲାରେ ଦର୍ଶାଇଛନ୍ତି I ପ୍ରଲୋଭନ ଦେଖାଇ ବୟଫ୍ରେଣ୍ଡ ତାଙ୍କୁ ପ୍ରତାରଣା କରିଥିବା ଅଭିଯୋଗ ଆଣିଛନ୍ତି I ବୟଫ୍ରେଣ୍ଡଙ୍କ ସହ ଅନ୍ୟ ୩ ଜଣଙ୍କ ନାଁରେ ଥାନାରେ ଏତଲା ଦେଇଛନ୍ତି I

Tags: