ବିଜେପି ଛାଡିଲେ ରମା ବଳିଆରସିଂ

ସତ୍ୟବାଦୀ : ବିଜେପି ଛାଡିଲେ ରମା ବଳିଆରସିଂ I ନିର୍ବାଚନ ମୁଣ୍ଡ ଉପରେ ଥିବାବେଳେ ବିଜେପିରୁ ଇସ୍ତଫା ଦେଇଛନ୍ତି ସତ୍ୟବାଦୀର ପୂର୍ବତନ ବିଜେପି ବିଧାୟକ ରମା ରଞ୍ଜନ ବଳିୟାର ସିଂ I ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି। ସେ ଗୁରୁବାର ନିଜ ଇସ୍ତଫା ପତ୍ର ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ପାଖକୁ ପଠାଇଛନ୍ତି। ଟିକେଟ ନ ମିଳିବା ଯୋଗୁ ସେ ଅସନ୍ତୁଷ୍ଟ ଥିଲେ। ତାଙ୍କ କୌଣସି ଦଳୀୟ କାର୍ଯ୍ୟକ୍ରମରେ ମଧ୍ୟ ଦେଖିବାକୁ […]

Samaya Live Picture
Published On

ସତ୍ୟବାଦୀ : ବିଜେପି ଛାଡିଲେ ରମା ବଳିଆରସିଂ I ନିର୍ବାଚନ ମୁଣ୍ଡ ଉପରେ ଥିବାବେଳେ ବିଜେପିରୁ ଇସ୍ତଫା ଦେଇଛନ୍ତି ସତ୍ୟବାଦୀର ପୂର୍ବତନ ବିଜେପି ବିଧାୟକ ରମା ରଞ୍ଜନ ବଳିୟାର ସିଂ I ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି। ସେ ଗୁରୁବାର ନିଜ ଇସ୍ତଫା ପତ୍ର ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ପାଖକୁ ପଠାଇଛନ୍ତି।

ଟିକେଟ ନ ମିଳିବା ଯୋଗୁ ସେ ଅସନ୍ତୁଷ୍ଟ ଥିଲେ। ତାଙ୍କ କୌଣସି ଦଳୀୟ କାର୍ଯ୍ୟକ୍ରମରେ ମଧ୍ୟ ଦେଖିବାକୁ ମିଳୁ ନ ଥିଲା ସେ ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି ବିଜେପି ପୁରୀ ଜିଲ୍ଲା ସତ୍ୟବାଦୀ ଅଞ୍ଚଳର ଲୋକଙ୍କୁ ଅଣଦେଖା କରିଛି।

ସୂଚନାନୁସାରେ,୨୫ ତାରିଖରେ ସତ୍ୟବାଦୀରେ ଭୋଟ ଗ୍ରହଣ ହେବାକୁ ଥିବାବେଳେ ତାର କିଛି ଦିନ ପୂର୍ବରୁ ଦଳ ଛାଡିବା ଚର୍ଚ୍ଚାର ବିଷୟ ପାଲଟିଛି।

Tags: