ରାଜେଶ ପ୍ରଭାକର ପାଟିଲ ହେଲେ ନୂଆ ବିଏମସି କମିଶନର
ଭୁବନେଶ୍ୱର : ବଦଳିଲେ ବିଏମସି କମିଶନର I ରାଜେଶ ପ୍ରଭାକର ପାଟିଲ ହେଲେ ନୂଆ ବିଏମସି କମିଶନର I ଜି.ଏ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି I ୨୦୦୫ ବ୍ୟାଚ୍ ର ଆଇଏଏସ୍ ହେଉଛନ୍ତି ରାଜେଶ ପ୍ରଭାକର ପାଟିଲ । ବର୍ତ୍ତମାନର କମିଶନର ବିଜୟ ଅମୃତ କୁଲାଙ୍ଗେ ମାସେ ପାଇଁ ଛୁଟିରେ ଯିବେ । ତାଙ୍କ ଛୁଟି ଆବେଦନକୁ ଗୃହୀତ କରିଛନ୍ତି ରାଜ୍ୟ ସରକାର I ତେବେ ବିଜୟ ଅମୃତ କୁଲାଙ୍ଗେ ଛୁଟିରୁ ଫେରିଲା ପରେ […]
ଭୁବନେଶ୍ୱର : ବଦଳିଲେ ବିଏମସି କମିଶନର I ରାଜେଶ ପ୍ରଭାକର ପାଟିଲ ହେଲେ ନୂଆ ବିଏମସି କମିଶନର I ଜି.ଏ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି I ୨୦୦୫ ବ୍ୟାଚ୍ ର ଆଇଏଏସ୍ ହେଉଛନ୍ତି ରାଜେଶ ପ୍ରଭାକର ପାଟିଲ ।
ବର୍ତ୍ତମାନର କମିଶନର ବିଜୟ ଅମୃତ କୁଲାଙ୍ଗେ ମାସେ ପାଇଁ ଛୁଟିରେ ଯିବେ । ତାଙ୍କ ଛୁଟି ଆବେଦନକୁ ଗୃହୀତ କରିଛନ୍ତି ରାଜ୍ୟ ସରକାର I ତେବେ ବିଜୟ ଅମୃତ କୁଲାଙ୍ଗେ ଛୁଟିରୁ ଫେରିଲା ପରେ ତାଙ୍କୁ ନୂଆ ନିଯୁକ୍ତି ମିଳିବ । ଏନେଇ ଜିଏ ପକ୍ଷରୁ ସୂଚନା ଦିଆଯାଇଛି ।
Tags:




