ଆଗାମୀ ୩ ଦିନ ଯାଏଁ ବର୍ଷା , ୧୦ ଜିଲ୍ଲାକୁ ୟେଲ ୱାର୍ଣ୍ଣି

ଭୁବନେଶ୍ୱର:ରାଜ୍ୟରେ ମୌସୁମୀର ପ୍ରଭାବ ଜାରିରହିଛି । ଫଳରେ କେତେକ ଆଞ୍ଚଳରେ ମଧ୍ୟମରୁ ଜୋର ବର୍ଷା ଲାଗିରହିଛି । ରାଜ୍ୟରେ କେତେକ ଜିଲ୍ଲାରେ ବର୍ଷା ଓ ଘଡଘଡିର ସମ୍ଭାବନା ଥିବାରୁ ଭୁବନେଶ୍ୱର ଆଞ୍ଚଳିକ କେନ୍ଦ୍ର ପକ୍ଷରୁ ସତର୍କତା ଜାରି କରାଯାଇଛିା ସେଥିପାଇଁ ୧୦ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣି ଜାରିକରାଜଇଛି । ପାଣିପାଗ ସୁଚନା ଅନୁଯାଇ ଆଜି ୨୪ ଘଣcା ମଧ୍ୟରେ ପ୍ରବଳ ବର୍ଷା ହେବା ସହ ବିଜୁଳି ଘଡଘଡି ହେବାର ଆଶଂଙ୍କା ରହିଛି । ଏନେଇପାଣିପାଗ ବିଭାଗ ୧୦ […]

Samaya Live Picture
Published On

ଭୁବନେଶ୍ୱର:ରାଜ୍ୟରେ ମୌସୁମୀର ପ୍ରଭାବ ଜାରିରହିଛି । ଫଳରେ କେତେକ ଆଞ୍ଚଳରେ ମଧ୍ୟମରୁ ଜୋର ବର୍ଷା ଲାଗିରହିଛି । ରାଜ୍ୟରେ କେତେକ ଜିଲ୍ଲାରେ ବର୍ଷା ଓ ଘଡଘଡିର ସମ୍ଭାବନା ଥିବାରୁ ଭୁବନେଶ୍ୱର ଆଞ୍ଚଳିକ କେନ୍ଦ୍ର ପକ୍ଷରୁ ସତର୍କତା ଜାରି କରାଯାଇଛିା ସେଥିପାଇଁ ୧୦ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣି ଜାରିକରାଜଇଛି ।

ପାଣିପାଗ ସୁଚନା ଅନୁଯାଇ ଆଜି ୨୪ ଘଣcା ମଧ୍ୟରେ ପ୍ରବଳ ବର୍ଷା ହେବା ସହ ବିଜୁଳି ଘଡଘଡି ହେବାର ଆଶଂଙ୍କା ରହିଛି । ଏନେଇପାଣିପାଗ ବିଭାଗ ୧୦ ଜିଲ୍ଲାକୁ ୟେଲ୍ଲୋୱାର୍ଣ୍ଣି ଜରି କରିଛି । ସୁନ୍ଦରଗଡ,କଟକ,ପୁରୀ, ଭଦ୍ରକ, ବାଲେଶ୍ୱର,କେନ୍ଦୁଝର , ମୟୁରଭn,ଖୋଦ୍ଧା, ଗଜପତି ଏବଂ ଜାଯପୁର ଏହି ଜିଲ୍ଲାକୁ ପ୍ରବଳ ବର୍ଷାରହିଛି । ଆଗକୁ ମଧ୍ୟ ତିନି ଦିନ ସମାନ ବର୍ଷା ଆସଙ୍କା ରହିଛି ।ଭୁବନେଶ୍ୱରରେ ୨୪ ଘଣcାରେ ୨୧ ମିମି ବର୍ଷାହେବ ତାଳଚେରରେ ୧୫ ମିମି ଓ ଜଗତସିଂହପୁରରେ ୧୯ ମିମି ବର୍ଷାହେବାର ସମ୍ଭାବନା ରହୁଛି ।

Tags: