ପୂର୍ଵଦୌୟ ବିକାଶ ହେଲେ ଭାରତର ବିକାଶ ହେବ: ଓଡିଶା ରେଳବାଇ କ୍ଷେତ୍ରରେ ଶିଖର ଛୁଇଁବ

କଟକ:ପୂର୍ଵଦୌୟ ବିକାଶ ହେଲେ ଭାରତର ବିକାଶ ହେବ।ଓଡ଼ିଶାର ବିକାଶ ଏଥିରେ ମୁଖ୍ୟ ରହିଛି।ପ୍ରଧାନମନ୍ତ୍ରୀ ଓଡିଶା ରେଳବାଇ ପାଇଁ ୭୩ ହଜାର କୋଟି ମଞ୍ଜୁର କରାଯାଇଛି।ଏହା ପାଞ୍ଚ ବର୍ଷ ଭିତରେ ଆମେ ଓଡ଼ିଶାର ବିକାଶ କରାଇ ଦେଖେଇବା ବୋଲି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ଦୁଇ ବର୍ଷ ତଳେ କଟକ ରେଲୱେ ର ଭିର୍ତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା। ଆଜି ତାହାର ପ୍ରଥମ ଝଲକ ଦେଖିବାକୁ ପାଉଛନ୍ତି।କଟକିଆ ମୋତେ ବହୁତ ସ୍ନେହ ଦେଇଛନ୍ତି। କଟକ ପାଇଁ ମୁଁ ସବୁବେଳେ କାମ […]

Samaya Live Picture
Published On

କଟକ:ପୂର୍ଵଦୌୟ ବିକାଶ ହେଲେ ଭାରତର ବିକାଶ ହେବ।ଓଡ଼ିଶାର ବିକାଶ ଏଥିରେ ମୁଖ୍ୟ ରହିଛି।ପ୍ରଧାନମନ୍ତ୍ରୀ ଓଡିଶା ରେଳବାଇ ପାଇଁ
୭୩ ହଜାର କୋଟି ମଞ୍ଜୁର କରାଯାଇଛି।ଏହା ପାଞ୍ଚ ବର୍ଷ ଭିତରେ ଆମେ ଓଡ଼ିଶାର ବିକାଶ କରାଇ ଦେଖେଇବା ବୋଲି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି।
ଦୁଇ ବର୍ଷ ତଳେ କଟକ ରେଲୱେ ର ଭିର୍ତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା। ଆଜି ତାହାର ପ୍ରଥମ ଝଲକ ଦେଖିବାକୁ ପାଉଛନ୍ତି।କଟକିଆ ମୋତେ ବହୁତ ସ୍ନେହ ଦେଇଛନ୍ତି। କଟକ ପାଇଁ ମୁଁ ସବୁବେଳେ କାମ କରୁଥିବି। ରାଜପଥ ଯେପରି ୪ ଲାଇନ ହୋଇଛି। ସେହିପରି ପୂର୍ବପଟେ ଚାରି ଲାଇନ କରାଣୀବ। ଭଦ୍ରକ ରୁ ବିଶାଖାପାଟଣା ପର୍ଯ୍ୟନ୍ତ ଏହା କରାଯିବାର ଲକ୍ଷ୍ୟ ରହିଛି। ତୃତୀୟ ଲାଇନ ମଞ୍ଜୁର କରାଯାଇଛି। ଲାଇନ ବଢିଲେ ଟ୍ରେନ ସଂଖ୍ୟା ବଢିବ।ଘଣ୍ଟିପୁର ନିଧିପୂର ରେ ପ୍ଲାଏ ଓଭର କରାଯିବ। ୯୬ କୋଟି ଟଙ୍କାର ପ୍ଲାଏ ଓଭର କରାଯିବ। ସେହିପରି ଆଠଗଡ଼ ମାଛପୁର ରେଲୱେ ବ୍ରିଜ ପାଇଁ ୨୬୮ କୋଟି ଟଙ୍କା ମଞ୍ଜୁର କରାଯାଇଛି।

Tags: