ପ୍ରଫେସର ସଞ୍ଜୟ ଶତପଥୀଙ୍କ ପରଲୋକ

କଳାହାଣ୍ଡି : ପ୍ରଫେସର ସଞ୍ଜୟ ଶତପଥୀଙ୍କ ପରଲୋକ । କଳାହାଣ୍ଡି ଭବାନୀପାଟଣା ମାଣିକେଶ୍ଵରୀ ବିଶ୍ବବିଦ୍ୟାଳୟର ପ୍ରଥମ କୁଳପତି ଭାବେ କାର୍ଯ୍ୟରତ ପ୍ରଫେସର ସଞ୍ଜୟ ଶତପଥୀଙ୍କ ଭୁବନେଶ୍ବର ଘରୋଇ ମେଡିକାଲରେ ଦେହାନ୍ତ ହୋଇଛି। ସେ ଦୀର୍ଘ ଦିନ ଧରି କର୍କଟ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ ଇ ପ୍ରଫେସର ଶତପଥୀ ୨୦୨୧ଏପ୍ରିଲ ୧୬ ତାରିଖରେ କଳାହାଣ୍ଡି ବିଶ୍ଵ ବିଦ୍ୟାଳୟର କୁଳପତି ଭାବେ ଦାୟିତ୍ଵ ନେଇଥିଲେ।

Samaya Live Picture
Published On

Tags: