ଶଙ୍ଖ ଧରିଲେ ବର୍ଷା ପ୍ରିୟଦର୍ଶିନୀ
ଭୁବନେଶ୍ୱର : ଓଲିଉଡ୍ ଅଭିନେତ୍ରୀ ବର୍ଷା ପ୍ର୍ରିୟଦର୍ଶିନୀ ଗୁରୁବାର ବିଜେଡିରେ ସାମିଲ ହୋଇଛନ୍ତି। ଗୁରୁବାର ବିଧିବଦ୍ଧ ଭାବରେ ସେ ବିଜେଡିରେ ସାମିଲ ହୋଇଛନ୍ତି I ଏହି ସମୟରେ ବିଜେଡି ଏମ୍ପି ସସ୍ମିତ ପାତ୍ର ଏବଂ ମୁଖପାତ୍ର ପ୍ରିୟବ୍ରତ ମାଝି ଉପସ୍ଥିତ ଥିଲେ। ତେବେ ଏହା ପୂର୍ବରୁ ଅନେକ ସମୟରେ ବର୍ଷାଙ୍କୁ ବିଜେଡି ପାଇଁ ପ୍ରଚାର କରୁଥିବା ଦେଖା ଯାଇଥିଲା I ଗତ ସାଧାରଣ ନିର୍ବାଚନ ସମୟରେ ବର୍ଷା ମଧ୍ୟ ବିଜେଡି ପାଇଁ ପ୍ରଚାର କରିଥିଲେ ।

Tags: