ପ୍ରଧାନ ଶିକ୍ଷୟିତ୍ରୀ ନିଲମ୍ବିତ
କଟକ : ନିଲମ୍ବିତ ହେଲେ ପ୍ରଧାନ ଶିକ୍ଷୟିତ୍ରୀ । ପାଠ ପଢା ସମୟରେ ଜଣେ ଛାତ୍ରୀଙ୍କ ଦ୍ୱାରା ଗୋଡ଼ ମଡ଼ାଇବା ଘଟଣାରେ ତାଙ୍କୁ ନିଲମ୍ବିତ କରାଯାଇଛି । କଟକ ଜିଲ୍ଲା ହରିଅନ୍ତା ପଞ୍ଚାୟତ ତିରଣପଦା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସବିତା ମହାନ୍ତିଙ୍କ ଗୋଡକୁ ଜଣେ ଛାତ୍ରୀ ମୋଡ଼ୁଥିବା ଘଟଣା ସଂପର୍କରେ ପ୍ରଥମେ ଟିଭିରେ ଖବର ପ୍ରସାରିତ ହେବ ପରେ ବ୍ଲକ ଶିକ୍ଷାଧିକାରୀ କୁନ୍ତଳା ଖଟୁଆ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ନିଲମ୍ବନ କରିଛନ୍ତି ।

Tags: