ଶ୍ରୀମନ୍ଦିରରେ ଦର୍ଶନ କଟକଣା ଲାଗୁ:ରାଷ୍ଟ୍ରପତିଙ୍କ ଦର୍ଶନ ପାଈଁ ବନ୍ଦ ହେଲା ସର୍ବସାଧାରଣ ଦର୍ଶନ
ପୁରୀ:ଶ୍ରୀମନ୍ଦିରରେ ଦର୍ଶନ କଟକଣା ଲାଗୁ। ରାଷ୍ଟ୍ରପତିଙ୍କ ଦର୍ଶନ ପାଈଁ ବନ୍ଦ ହେଲା ସର୍ବସାଧାରଣ ଦର୍ଶନ।ରାଷ୍ଟ୍ରପତିଙ୍କ ଦର୍ଶନ ପରେ ହେବ ସର୍ବସାଧାରଣ ଦର୍ଶନ।ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କୁ ଦର୍ଶନ କରିବେ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ । ଶୃଙ୍ଖଳିତ ନୀତିକାନ୍ତି ଓ ରାଷ୍ଟ୍ରପତିଙ୍କ ଶୃଙ୍ଖଳିତ ଦର୍ଶନ ବ୍ୟବ୍ୟସ୍ଥା ପାଇଁ ସବୁ କିଛି ପ୍ରସ୍ତୁତି ହୋଇଛି। ଗତକାଲି ମହାମହିମ ରାଷ୍ଟ୍ରପତି ବାୟୁସେନାର ଏକ ସ୍ବତନ୍ତ୍ର ବିମାନରେ ଆସି ଭୁବନେଶ୍ବରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଥିଲେ ।୫ଦିନିଆ ଗସ୍ତରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି […]
ପୁରୀ:ଶ୍ରୀମନ୍ଦିରରେ ଦର୍ଶନ କଟକଣା ଲାଗୁ। ରାଷ୍ଟ୍ରପତିଙ୍କ ଦର୍ଶନ ପାଈଁ ବନ୍ଦ ହେଲା ସର୍ବସାଧାରଣ ଦର୍ଶନ।ରାଷ୍ଟ୍ରପତିଙ୍କ ଦର୍ଶନ ପରେ ହେବ ସର୍ବସାଧାରଣ ଦର୍ଶନ।ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କୁ ଦର୍ଶନ କରିବେ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ । ଶୃଙ୍ଖଳିତ ନୀତିକାନ୍ତି ଓ ରାଷ୍ଟ୍ରପତିଙ୍କ ଶୃଙ୍ଖଳିତ ଦର୍ଶନ ବ୍ୟବ୍ୟସ୍ଥା ପାଇଁ ସବୁ କିଛି ପ୍ରସ୍ତୁତି ହୋଇଛି।
ଗତକାଲି ମହାମହିମ ରାଷ୍ଟ୍ରପତି ବାୟୁସେନାର ଏକ ସ୍ବତନ୍ତ୍ର ବିମାନରେ ଆସି ଭୁବନେଶ୍ବରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଥିଲେ ।୫ଦିନିଆ ଗସ୍ତରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି ।ଆଜି ରାଷ୍ଟ୍ରପତିଙ୍କ ପୁରୀ ଗସ୍ତ ରହିଛି। ମହାପ୍ରଭୁଙ୍କୁ ଦର୍ଶନ କରିବା ସହିତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ ମହାମହିମ




